ମୁମ୍ବାଇରେ ଓଡ଼ିଆ ଫିଲ୍ମର ରାଜ୍‌: ଦୁଇଟି ଫିଲ୍ମ କୁ ମିଳିଛି INCA ଆୱାର୍ଡ୍ସ

0

ମୁମ୍ବାଇରେ ଓଡ଼ିଆ ଫିଲ୍ମର ରାଜ୍‌।ଦୁଇଟି ଫିଲ୍ମ କୁ ମିଳିଛି INCA ଆୱାର୍ଡ୍ସ।ଓଡ଼ିଆ ସିନେମା ‘ବୋଉ ବୁଟୁ ଭୂତ’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସମ୍ମାନିତ ହୋଇଥିବା ବେଳେ ଚଳଚ୍ଚିତ୍ର “ଅନନ୍ତା” ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ହାତେଇଛନ୍ତି ବରିଷ୍ଟ ସିନେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର।

ଓଡ଼ିଆ ଚଳଚ୍ଚିତ୍ର ଜଗତ ଆଜି ଜାତୀୟ ସ୍ତରରେ ଏକ ନୂଆ ଇତିହାସ ରଚିଛି । ଏହି ଭବ୍ୟ ପୁରସ୍କାର ବିତରଣ ଉତ୍ସବରେ ବଲିଉଡ୍ ଏବଂ ଦକ୍ଷିଣ ଭାରତୀୟ ସିନେମାର ବହୁ ନାମୀଦାମୀ କଳାକାର ଓ ନିର୍ଦ୍ଦେଶକ ଯୋଗ ଦେଇଥିଲେ । ସେମାନଙ୍କ ଗହଣରେ ଓଡ଼ିଆ କଳା ଓ ସଂସ୍କୃତିର ଏହି ବିଜୟ ଆଜି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ପାଲଟିଛି ।

Leave A Reply

Your email address will not be published.