ଟାଟା ପାୱାର ବିରୁଦ୍ଧରେ ରାଜ୍ୟବ୍ୟାପି ଗର୍ଜିଲା ବିଜେପି

ଭୁବନେଶ୍ୱର(ଆମ ଟିଭି): ଟାଟା ପାୱାର ବିରୁଦ୍ଧରେ ବିଜେପିର ଗର୍ଜନ। ସାରା ରାଜ୍ୟରେ ବିଜୁଳି କାଟର ଯମ ଯନ୍ତ୍ରଣା ଏବଂ ଅଘୋଷିତ ବିଜୁଳିକାଟ ବିରୁଦ୍ଧରେ ଟାଟା ପାୱାର ଉପରେ ବର୍ଷିଛି ବିଜେପି ।…

ଜୀ-ସାର୍ଥକରେ ଦେଖନ୍ତୁ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ

ଭୁବନେଶ୍ଵର:ଜୀ-ସାର୍ଥକରେ ଦେଖନ୍ତୁ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ ଆସନ୍ତା ଜୁନ୍ ୨୦ତାରିଖ ସକାଳ ୬ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ | କେବଳ ରଥଯାତ୍ରା ନୁହେଁ…

ଗିରଫ ହେବେ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ !

କଟକ: ଖ୍ୟାତନାମା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଯୌନ କେଳେଙ୍କାରୀ ଘଟଣାରେ କଟକ କମିସନରେଟ୍ ପୁଲିସ ଏକ ଚାରି ଜଣିଆ ଟିମ୍ ଗଠନ କରିଛି। ଏହି ଟିମରେ ଜଣେ ଇନସ୍ପେକ୍ଟରଙ୍କ ସମେତ ତଦନ୍ତକାରୀ…

ମନ୍ତ୍ରୀଙ୍କ ବାସଭବନ ଜାଳିଦେଳେ ଆନ୍ଦୋଳନକାରୀ

ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁ ଅଶାନ୍ତ ହୋଇଥିବା ମଣିପୁରରେ ମଙ୍ଗଳବାର ଓ ବୁଧବାର ପୁଣି ହିଂସାକାଣ୍ଡ ଘଟିଛି। ଗତକାଲି (ବୁଧବାର) ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ କିଛି…

କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ଦିଲ୍ଲୀରେ ଅଫିସର ନିଯୁକ୍ତି ଓ ବଦଳି ନେଇ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ବିରୋଧ କରି ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରି ମିଳିତ ଭାବେ ସ୍ୱର ଉତ୍ତୋଳନ କରିବା ପାଇଁ ପ୍ରୟାସ କରୁଛି ଆମ୍‌…

ଆଜି ତାଣ୍ଡବ ରଚିବ ବାତ୍ୟା ବିପର୍ଯ୍ୟୟ

ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ ’ ଆଜି ଗୁଜରାଟ ଉପକୂଳ ଛୁଇଁବ। ବାତ୍ୟାଟି ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ଉତ୍ତର ପୂର୍ବ ଦିଗରେ ଗତି କରୁଛି। ଏହା…

ଜୀ-ସାର୍ଥକର ‘ରଜ କୁଇନ୍‌ ୨୦୨୩’ ଏବେ ସମସ୍ତ ଓଡିଆଙ୍କ ପସନ୍ଦର ରିଏଲିଟି ସୋ

ଭୁବନେଶ୍ୱର (ଆମ ଟିଭି): ଏଥର ଓଡ଼ିଶା ଟେଲି ଦୁନିଆର ସବୁଠାରୁ ଲୋକପ୍ରିୟ ରିଏଲିଟି ସୋ ହୋଇଛି ଜୀ ସାର୍ଥକର 'ରଜ କୁଇନ୍‌–ଉଡ଼ିଯା…ଆକାଶଟା ତୋ'ର' | ରାଜ୍ୟର ସଂସ୍କୃତି ଓ ପରମ୍ପରାକୁ ନେଇ ଏହି…

ସକ୍ରିୟ ହେଉଛି ବାତ୍ୟା ବିପର୍ଯ୍ୟୟ: ୮ରାଜ୍ୟକୁ ସତର୍କ

ନୂଆଦିଲ୍ଲୀ (ଆମ ଟିଭି): ମହାବାତ୍ୟା ବିପର୍ଯ୍ୟୟର ପ୍ରଭାବ ଧିରେ ଧିରେ ବଢିଲାଣି । ମୁମ୍ବାଇ ଠାରୁ କେରଳ ପର୍ୟ୍ୟନ୍ତ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି । ଗୁଜରାଟ ପାଣିପାଗ ବିଭାଗ ଏନେଇ…

ଅଣସର ଘରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ

ପୁରୀ (ଆମ ଟିଭି): ସ୍ନାନବେଦୀରେ ସ୍ନାନ କରିବା ପରେ ଏବେ ଜ୍ୱରରେ ପିଡୀତ ମହାପ୍ରଭୁ । ସେଥିପାଇଁ ଅଣସର ଘରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଆଜି ଅଣସର ଏକାଦଶୀ ତିଥିରେ ସୁଧ ସୁଆରଙ୍କ ଘରୁ…

ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ଧାରଣା

ଭୁବନେଶ୍ୱର (ଆମ ଟିଭି): ଦେଶରେ ଗ୍ୟାସ ଦର ବଢିବାରେ ଲାଗିଛି । ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ତେଣୁ ଏହି ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାଜଭବନ ସମ୍ମୁଖରେ ବିଜେଡିର ବିକ୍ଷୋଭ…