ବଡ଼ ସଫଳତା: ହେବି ଡ୍ରପ୍ ସିଷ୍ଟମର ସଫଳ ପରୀକ୍ଷଣ କଲା ବାୟୁସେନା

0

ନୂଆଦିଲ୍ଲୀ (ଆମ ଟିଭି): ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ଇତିହାସ ରଚିଲା ଭାରତ । ପ୍ରତିରକ୍ଷା ନିର୍ମାଣରେ ମେକ ଇନ ଇଣ୍ଡିଆ ଅଧୀନରେ ଦେଶ ବଡ ସଫଳତା ହାସଲ କରିଛି।

ଡିଆରଡିଓ (ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ) ଦ୍ୱାରା ବିକଶିତ ପି-୭ ହେଭି ଡ୍ରପ୍‌ ସିଷ୍ଟମ ସାହାଯ୍ୟରେ ବର୍ତ୍ତମାନ ଯୁଦ୍ଧକ୍ଷେତ୍ରରେ ସାତ ଟନ ଓଜନ ବିଶିଷ୍ଟ ଯନ୍ତ୍ରପାତି ପାରାଚ୍ୟୁଟ ଦ୍ୱାରା ସହଜରେ ପରିବହନ କରାଯାଇପାରିବ।

Leave A Reply

Your email address will not be published.