ଗିରଫ ହେଲେ ଅମୃତପାଲଙ୍କ ପ୍ରମୁଖ ସହଯୋଗୀ

ଚଣ୍ଡୀଗଡ଼: ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂର ସନ୍ଧାନରେ ନିୟୋଜିତ ପଞ୍ଜାବ ପୁଲିସକୁ ବଡ଼ ସଫଳତା ମିଳିଛି। ଅମୃତପାଲର ଡାହାଣ ହାତ ବୋଲି କୁହାଯାଉଥିବା ପପ୍ପଲପ୍ରୀତକୁ ପୁଲିସ ଗିରଫ କରିଛି।…

ବିବାଦରେ ଦଲାଇଲାମା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ :ବିବାଦ ପରେ କ୍ଷମା ମାଗିଛନ୍ତି ବୌଦ୍ଧ ଧର୍ମଗୁରୁ ଦଲାଇଲାମା। ସେ ବୌଦ୍ଧ ଧର୍ମର ଦୀକ୍ଷା ଗ୍ରହଣ କରିଥିବା ଜଣେ ଛୋଟ ପିଲାର ଓଠକୁ ଚୁମ୍ବନ ଦେବା ପରେ ନିଜର ଜିଭ ବାହାରକୁ କାଢ଼ି…

ଦୁଲୀପ ଓ ରଣଜୀ ଟ୍ରଫି ପାଇଁ ଘୋଷଣା ହେଲା ତାରିଖ, ଜାଣନ୍ତୁ କେବେ

ନୂଆଦିଲ୍ଲୀ :ଭାରତୀୟ କ୍ରିକେଟର ୨୦୨୩-୨୪ ଘରୋଇ ସିଜିନ ଦୁଲୀପ ଟ୍ରଫିରୁ ଆରମ୍ଭ ହେବ। ଏହାପରେ ରଣଜୀ ଟ୍ରଫି ଖେଳାଯିବ। ଆଜି ବିସିସିଆଇ ପକ୍ଷରୁ ଘରୋଇ କ୍ରିକେଟ ସିଜିନ ପାଇଁ ତାରିଖ ଘୋଷଣା…

ଏଥର କମ ବର୍ଷା

ନୂଆଦିଲ୍ଲୀ :ଚଳିତ ବର୍ଷ ମୌସୁମୀ ଜନିତ ବର୍ଷା ପରିମାଣ କମିବ। ସ୍ୱାଭାବିକଠାରୁ କମ ବର୍ଷା ହେବ। ଏମିତି କିଛି ଆକଳନ କରିଛି ଘରୋଇ ପାଣିପାଗ ଏଜେନ୍ସି ସ୍କାଏମେଟ । ଚଳିତ ବର୍ଷ ଏଲନିନୋ…

ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ଏମିତି କହିଲେ,, ଗୁଲାମ ନାନୀ ଆଜାଦ

ନୂଆଦିଲ୍ଲୀ :କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମ୍ପର୍କ ବା ଲିଙ୍କ ‘ଅବାଞ୍ଝିତ ବ୍ୟବସାୟୀମାନଙ୍କ’ ସହ ରହିଛି। ସେ ବିଦେଶ ଯାଇ ଉକ୍ତ ବ୍ୟବସାୟୀମାନଙ୍କୁ ଭେଟନ୍ତି ବୋଲି କହିଛନ୍ତି ବରିଷ୍ଠ…

ପ୍ରାଇଭେଟ୍ ହୋମିଓପାଥ୍‌ ପ୍ରାକ୍ଟିସନର ଆସୋସିଏନର ୮ମ ସମ୍ମିଳନୀ ଓ ହ୍ୟାନିମନାଙ୍କ ୨୬୯ତମ ଜନ୍ମଦିବସ ପାଳନ

ଭୁବନେଶ୍ୱର, ୧୦.୪: ସୋମବାର ମଧ୍ୟାହ୍ନରେ ଭୁବନେଶ୍ଵର ରୀବୀନ୍ଦ୍ର ମଣ୍ଡପ ସମ୍ମିଳନୀ କକ୍ଷରେସଂଘର ସାଭପତି ନେତ୍ରାନନ୍ଦ ଭୋଇଙ୍କ ସଭାପତିତ୍ୱରେ ୮ମ ବାର୍ଷିକ ସମ୍ମିଳନୀ ଓ ସର୍ବପୁରାତନ…

ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ତରୁଣ ପାଣ୍ଡେଙ୍କୁ ଏଠାରୁ ପ୍ରାର୍ଥୀ କରିଛି କଂଗ୍ରେସ। ତରୁଣଙ୍କ ନାଁ ଘୋଷଣା କରିଛି ଏଆଇସିସି। ସେ ପୂର୍ବତନ…

ଆଜିଠୁ ଆରମ୍ଭ ହେବ +୨ ଖାତାଦେଖା

ଭୁବନେଶ୍ୱର(ଆମ ଟିଭି): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ଆଜିଠୁ ଆରମ୍ଭ ହେବ ଯୁକ୍ତଦୁଇ ଖାତାଦେଖା। ପ୍ରଥମ ପର୍ୟ୍ୟାୟରେ ଏପ୍ରିଲ ୨୩ ଯାଏ ଓ ଦ୍ବିତୀୟ ପର୍ୟ୍ୟାୟ ଖାତାଦେଖା ମେ ୭ ଯାଏ…

ମୋଦୀଙ୍କ ଡିଗ୍ରୀକୁ ନେଇ ଏମିତି କହିଲେ ଶରଦ ପାୱାର?

ନୂଆଦିଲ୍ଲୀ(ଆମ ଟିଭି): ପୁଣି ଚର୍ଚ୍ଚାରେ ଶରଦ ପାୱାରଙ୍କ ଦଳ ଏନସିପି । ବଦଳୁଛି କି ଏନସିପିର ଆଭିମୁଖ୍ୟ ? ବିରୋଧୀ ଦଳଙ୍କ ମଧ୍ୟରେ ଦେଶର ଅନ୍ୟତମ ବରିଷ୍ଠ ନେତା ଶରଦ ପାୱାରଙ୍କ ଦଳ ଅନ୍ୟତମ ।…

କାଳବୈଶାଖୀ ପରେ ରାଜ୍ୟରେ ବଢିବ ତାତି

ଭୁବନେଶ୍ୱର(ଆମ ଟିଭି): କିଛି ଦିନର କାଳବୈଶାଖୀର ତାଣ୍ଡବ ପରେ ଏବେ ପୁଣି ବଢିବାକୁ ଯାଉଛି ତାପମାତ୍ରା । ତିନି ଦିନରେ ତିନି ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ । ଏଭଳି ଆକଳନ କରିଛି ପାଣିପାଗ…