ଲଭ୍ ଇନ୍ ଲଣ୍ଡନ’ ଫିଲ୍ମର ଲାଭାଶଂ ଅର୍ଥର ୧୦ ଭାଗ ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଯିବ: ପ୍ରଯୋଜକ 

ଭୁବନେଶ୍ୱର:ଜେବି ଫିଲ୍ମସ୍ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ତରଫରୁ ଗତ ଜୁନ୍ ୨ରେ ଘଟିଥିବା ଭୟଙ୍କର ତଥା ବିନାଶକାରୀ ବାହାନାଗା ଟ୍ରେନ୍ ଟ୍ରାଜେଡି ପାଇଁ ଦୁଖ ଓ ସମବେଦନା ଜଣାଯାଇଛି…

ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର(ଆମ ଟିଭି): ପ୍ରବଳ ତାତିରୁ ମିଳିଲା ଆଶ୍ୱସ୍ତି । ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ । ପ୍ରବଳ ଘଡଘଡି ସହ ବର୍ଷା ହୋଇଛି । ବିଭିନ୍ନ ସ୍ଥାନରେ ଧୂଳିଝଡ ସାଙ୍ଗକୁ ବର୍ଷା…

ପ୍ରକାଶ ପାଇଲା +୨ କଳା ରେଜଲ୍ଟ

ଭୁବନେଶ୍ୱର(ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ପରୀକ୍ଷାର୍ଥୀ  www.orissaresults.nic.in ରେ ନିଜ ରେଜଲ୍ଟ ଜାଣିପାରିବେ ।…

ଯାଜପୁର ରେଳ ଦୁର୍ଘଟଣା: ଚେତିଲା ରେଳ ବିଭାଗ

ଯାଜପୁର(ଆମ ଟିଭି): ଯାଜପୁର ଟ୍ରେନ୍ ଦୁର୍ଘଟଣା ପରେ ଚେତିଲା ରେଳ ବିଭାଗ । ଟ୍ରାକରେ ରହୁଥିବା ବଗି ପାଇଁ କରାଗଲା ଚେନ୍ ଲକିଂ ବ୍ୟବସ୍ଥା । ଏହା ସହ ପଥର ଲଗାଇ ଟ୍ରେନ୍ ଲକ୍ କରି ରଖାଯାଇଛି ।…

ବାହାନଗା ରେଳ ଦୁର୍ଘଟଣା: ଚାଲିଛି ତଦନ୍ତ

ଭୁବନେଶ୍ୱର(ଆମ ଟିଭି): ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାକୁ ୬ ଦିନ ବିତିଛି । ରେଳ ଚଳାଚଳ ସ୍ୱାଭାବିକ ହୋଇଛି । କିନ୍ତୁ ମନରୁ ଯାଇନି ସେହି କାଳ ମୁହୂର୍ତ୍ତର ଛାତିଥରା ଦୃଶ୍ୟ । ଏହି…

ସମୀର ୱାନଖେଡେଙ୍କୁ ବମ୍ବେ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ: ପୂର୍ବତନ ଏନସିବି ନିର୍ଦ୍ଦେଶକ ସମୀର ୱାନଖେଡେଙ୍କୁ ବମ୍ବେ ହାଇକୋର୍ଟରୁ ଏକ ବଡ ଆଶ୍ୱସ୍ତି ମିଳିଛି । ସମୀର ୱାନକେଡେଙ୍କ ସିବିଆଇ ଗିରଫଦାରୀକୁ ଦୁଇ ସପ୍ତାହ ଧରି ହାଇକୋର୍ଟ ସ୍ଥଗିତ…

କୁସ୍ତିଯୋଧ୍ୟା ସଂଘକୁ ମିଳିବ ନୂଆ ସଭାପତି, ଅନୁରାଗ ଠାକୁରେ

ନୂଆଦିଲ୍ଲୀ : ଭାରତୀୟ କୁସ୍ତି ମହାସଂଘ(WFI)ର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଦୀର୍ଘ ଦିନ ହେଲା ଆନ୍ଦୋଳନ କରୁଥିବା ରେସଲରମାନେ ଗତକାଲି କ୍ରୀଡ଼ାମନ୍ତ୍ରୀ…

ଟ୍ରେନ ଟ୍ରାଜେଡି: ଭଙ୍ଗା ଯିବ ମୃତ ଦେହ ରହିଥିବା ସ୍କୁଲ

ବାଲେଶ୍ଵର : ବାହାନଗା ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ମୃତଦେହ ଘଟଣା ଦିନ ବାହାନଗା ସ୍କୁଲରେ ରଖାଯାଇଥିଲା। ସ୍କୁଲରେ ଶତାଧିକ ଶବ…

ଜୁନ ୨୩ ଏକାଠି ହେବେ ବିରୋଧୀ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଅଣ ବିଜେପି ଦଳଗୁଡ଼ିକ ଏବେ ବିଜେପି ବିରୋଧରେ ଏକଜୁଟ ହୋଇଛନ୍ତି। ଆସନ୍ତା ଜୁନ୍‌ ୨୩ ତାରିଖରେ ବିହାରର ପାଟନାରେ ବିରୋଧୀ ଦଳ ନେତାଙ୍କ ବୈଠକ…

ତାଇୱାନରେ ଚୀନ ଯୁଦ୍ଧ ବିମାନ

ତାଇପେଇ: ପ୍ରାୟ ୬ ଘଣ୍ଟା ସମୟ ମଧ୍ୟରେ ତାଇୱାନ୍‌ର ବାୟୁ ସୁରକ୍ଷା ଜୋନ୍‌ ମଧ୍ୟକୁ ୩୦ରୁ ଅଧିକ ଚୀନା ଲଢୁଆ ବିମାନ ପ୍ରବେଶ କରିଥିବା କଥା ଆଜି ଦ୍ବୀପଦେଶ ତାଇୱାନ୍‌ର ପ୍ରତିରକ୍ଷା…