ପ୍ରଧାନମନ୍ତ୍ରୀଙ୍କୁ ଧନକପୂର୍ଣ୍ଣ ଚିଠି

ନୂଆଦିଲ୍ଲୀ : ଆସନ୍ତା ସୋମବାର ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ କେରଳ ଗସ୍ତରେ ଯାଉଥିବା ବେଳେ ତାଙ୍କୁ ସେଠାରେ ଆକ୍ରମଣ କରିବାକୁ ଧମକପୂର୍ଣ୍ଣ ଚିଠି ଆସିଛି। ରାଜୀବ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ୍

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଚାର୍ଜସିଟ୍ ଦାଖଲ…

ମନୀଷ କାଶ୍ୟପ ମାମଲା : ତାମିଲନାଡ଼ୁ ସରକାରଙ୍କୁ ସୁପ୍ରିମକୋର୍ଟ ପ୍ରଶ୍ନ, ଜାଣନ୍ତୁ କଣ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆଜି ୟୁଟ୍ୟୁବର୍‌ ମନୀଷ କାଶ୍ୟପଙ୍କ ଏକ ଆବେଦନର ଶୁଣାଣି କରିବା ସମୟରେ ତାମିଲନାଡ଼ୁ ସରକାରଙ୍କ ଉପରେ ବର୍ଷିଛନ୍ତି। ମନୀଷ କଶ୍ୟପଙ୍କ ବିରୋଧରେ ଏନଏସଏ (ଜାତୀୟ…

ମିଳିଲା ହଜିଥିବା ଶ୍ରୀମନ୍ଦିର ଫାଇଲ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସଂକ୍ରାନ୍ତ ୨ଟି ଫାଇଲ୍ ହଜିବା ଘଟଣାରେ ଆଜି ରାଜ୍ୟ ଆଇନ ବିଭାଗ ସ୍ପଷ୍ଟୀକରଣ ଦେଇଛି । ହଜିଥିବା ୨ଟି ଫାଇଲ ମିଳିଯାଇଛି ଓ ଏହା ନମିଳିବା…

ଅଜିତ ପାୱାରଙ୍କ ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା ?

ନୂଆଦିଲ୍ଲୀ :‘ମୁଁ ୧୦୦% ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି। ଏଥିପାଇଁ ୨୦୨୪ ଯାଏ କାହିଁକି ଅପେକ୍ଷା କରିବି। ଏବେ କାହିଁକି ନୁହେଁ ?’ ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ତଥା ବରିଷ୍ଠ…

ଭୁବନେଶ୍ୱରରେ ପହଞ୍ଚିଲା ସହିଦ୍ ଯବାନ ଦେବାଶିଷଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ୱରରେ ପହଞ୍ଚିଲା ସହିଦ୍ ଓଡ଼ିଆ ଜବାନ୍ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର । ଜମ୍ମୁ-କଶ୍ମୀର ପୁଞ୍ଚ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବାନ…

ବଦଳିଲା ପାଣିପାଗ: ୧୩ ଜିଲ୍ଲାରେ ଘଡ଼ଘଡ଼ି ସହ ହୋଇପାରେ ବର୍ଷା

ଭୁବନେଶ୍ୱର (ଆମ ଟିଭି): ଅସହ୍ୟ ତାତିରୁ ମିଳିଲା ନିସ୍ତାର । ବଦଳିଲା ପାଣିପାଗ । ଥଣ୍ଡା ପବନ ଓ କିଛି ସ୍ଥାନରେ ହାଲୁକା ବର୍ଷା ଯୋଗୁଁ ରାଜ୍ୟର ସମସ୍ତ ସ୍ଥାନରେ ୪୦ଡିଗ୍ରୀ ତଳେ ରହିଛି…

ବଢିଲାଣି କରୋନା: ୮ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ (ଆମ ଟିଭି): ସାରା ଦେଶରେ ପୁଣି କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଲାଣି । ସଂକ୍ରମଣ ବଢୁଥିବା ୮ ରାଜ୍ୟକୁ ଚିଠି ଲେଖି ସ୍ଥିତି ଉପରେ କଡା ନଜର ରଖିବାକୁ କେନ୍ଦ୍ର ସରକାର…

ସମ୍ବଲପୁରରେ ସନ୍ଧ୍ୟା ସୁଦ୍ଧା ମିଳିବ ଇଣ୍ଟରନେଟ୍

ସମ୍ବଲପୁର (ଆମ ଟିଭି): ସମ୍ବଲପୁରେ ସ୍ଥିତିରେ ଧିରେ ଧିରେ ସୁଧାର ଆସୁଛି । ଏହାରି ଭିତରେ ଯାହା ଖବର ମିଳିଛି, ସମ୍ବଲପୁରରେ ସନ୍ଧ୍ୟା ସୁଦ୍ଧା ମିଳିବ ମୋବାଇଲ ଇଣ୍ଟରନେଟ୍ । ସନ୍ଧ୍ୟା ୬ଟାରେ…

*ପୁଣି ଦର୍ଶକଙ୍କ ଜାନ୍ ହେଲା ‘କିସି କା ଭାଇ କିସି କି ଜାନ’*

ଭୁବନେଶ୍ୱର : ରିଲିଜ୍ ହେଲା ଭାଇଜାନଙ୍କ ଫିଲ୍ମ କିସି କା ଭାଇ କିସି କି ଜାନ । ଫାଷ୍ଟ ଡେ ଫାଷ୍ଟ ସୋ ଦେଖିବା ପାଇଁ ଶ୍ରୀୟା, ସ୍ଵାତି ଓ ସ୍ତୁତି ସିନେ କମ୍ପ୍ଲେକ୍ସରେ ରେ ନାହି ନଥିବା ଭିଡ ।…