ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା କେଦାରନାଥ ମନ୍ଦିର

ନୂଆଦିଲ୍ଲୀ(ଆମ ଟିଭି): ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଖୋଲିଲା କେଦାରନାଥ ମନ୍ଦିର । ଏକ ଶୁଭ ମୁହୂର୍ତ୍ତରେ ବାବା କେଦାରନାଥଙ୍କ ମନ୍ଦିର କବାଟ ଖୋଲା ଯାଇଛି । ବ୍ରାହ୍ମ ମୁହୂର୍ତ୍ତରେ…

ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ

ନୂଆଦିଲ୍ଲୀ(ଆମ ଟିଭି): ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ପୁଣି ବିସ୍ଫୋରଣ ଘଟିଛି । ଖାଇବର ପଖତୁନଖ୍ୱା ପ୍ରଦେଶର ସ୍ୱାତରେ ଏହି ବିସ୍ଫୋରଣ ଘଟିଛି । ଏଥିରେ ୧୨ ଜଣ…

ଯୋଗୀଙ୍କୁ ପୁଣି ମିଳିଲା ହତ୍ୟା ଧମକ

ନୂଆଦିଲ୍ଲୀ(ଆମ ଟିଭି): ଯୋଗୀଙ୍କୁ ପୁଣି ହତ୍ୟା ଧମକ । ଜୀବନରୁ ମାରିଦେବାକୁ ଧମକ ମିଳିଥିବା ଖବର ମିଳିଛି । ଅପରାଧୀ ଜଣକ ଡାଏଲ୍ ୧୧୨ରେ ମେସେଜ୍ କରି ଏହି ଧମକ ଦେଇଛି । ତେବେ ପୋଲିସ ଏହି…

‘ପ୍ରୋମାକ୍ସ ଇଣ୍ଡିଆ ରିଜିଓନାଲ ଆୱାର୍ଡ 2023’ ପାଇଲା ଜୀ-ସାର୍ଥକର ‘ନାଲି ବିନ୍ଦୁ’

ଭୁବନେଶ୍ୱର : ରାଜ୍ୟ ପାଇଁ ଆଉ ଗୋଟିଏ ଭଲ ଖବର। ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ରଜ ସମୟରେ ମାସିକ ଋତୁସ୍ରାବ ସମ୍ପର୍କିତ ସଚେତନତା ସୃଷ୍ଟି କରିବା ପାଇଁ ଏକ ଅଭିନବ ପ୍ରୟାସ…

ଆଜି ୪ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ଗତ କିଛି ଦିନ ହେବ ଅସହ୍ୟ ତାତିରୁ ନିସ୍ତାର ବିଳିଛି । ପାଗରେ ପରିବର୍ତ୍ତନ ଦେଖାଦେଇଛି । ଆଜି ୪ ଜିଲାରେ କାଳବୈଶାଖୀ ପ୍ରଭାବରେ ଝଡବର୍ଷା ସମ୍ଭାବନା…

କୁନୋ ଜାତୀୟ ଉଦ୍ୟାନରେ ଆଖି ବୁଜିଲା ଆଉ ଏକ ଚିତା

ନୂଆଦିଲ୍ଲୀ (ଆମ ଟିଭି): ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରୁ ଏକ ବଡ଼ ଖବର ଆସି ପହଞ୍ଚୁଛି । ବିଦେଶରୁ ଆସିଥିବା ଆଉଏକ ଚିତାର ମୃତ୍ୟୁ ହୋଇଛି । ମୃତ ଚିତାର ନାଁ ଉଦୟ, ଯାହାକୁ ଦକ୍ଷିଣ…

ମୋଦୀ ବିରୋଧୀ ଅଭିଯାନ: ଅଖିଳେଶ ଓ ମମତାଙ୍କୁ ଭେଟିବେ ନୀତୀଶ

ନୂଆଦିଲ୍ଲୀ (ଆମ ଟିଭି): ୨୦୨୪ ନିର୍ବାଚନ ପୂର୍ବରୁ ଏକାଠି ହେଲେଣି ମୋଦୀ ବିରୋଧୀ । ଆଉ ଏହାର ନେତୃତ୍ୱ ନେଉଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଏହିକ୍ରମରେ ଆଜି ଗୋଟିଏ ଦିନରେ…

ପୁଣି ଭୂକମ୍ପରେ ଥରିଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ (ଆମ ଟିଭି): ପୁଣି ଭୂକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡରେ ଭୀଷଣ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ରେକର୍ଡ କରାଯାଇଛି । ଏହା…

ନବୀନ ଉଦଘାଟନ କଲେ ଶଙ୍କ ଭବନ

ଭୁବନେଶ୍ବର: ବିଜେଡିର ରାଜ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ର ଉଦଘାଟନ କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପବିତ୍ର ଅକ୍ଷୟ ତୃତୀୟ ଅବସରରେ ବିଜେଡିର ରାଜ୍ୟ କାର୍ଯ୍ୟାଳୟ…

ମେଡିକାଲରେ ଭର୍ତ୍ତି ହେଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡ଼ି କୁମାରସ୍ବାମୀ

ନୂଆଦିଲ୍ଲୀ : କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି(ଏସ୍) ନେତା ଏଚ୍‌ଡି କୁମାରସ୍ୱାମୀଙ୍କୁ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶନିବାର ସନ୍ଧ୍ୟାରେ ସେ…