ମେ ୧୦ରେ ଝାସୁଗୁଡ଼ା ଉପ ନିର୍ବାଚନ

ଭୁବନେଶ୍ୱର : ମେ’ ୧୦ ତାରିଖରେ ହେବ ଝାରସୁଗୁଡ଼ା ଉପନିର୍ବାଚନ। ଏନେଇ ଆଜି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏହି ଘୋଷଣା କରିଛନ୍ତିା ମୁଖ୍ୟ ନିର୍ବାଚନ କମିଶନରଙ୍କ ସୂଚନା…

ଆଜି ବି ପ୍ରବଳ ବର୍ଷିବ

ଭୁବନେଶ୍ୱର(ଆମ ଟିଭି): ସାରା ରାଜ୍ୟରେ ଜାରି ରହିଛି ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା । ଏହାରି ଭିତରେ ଆଜି ସୃଷ୍ଟି ହୋଇପାରେ ଆଉ ଏକ ପଶ୍ଚିମା ଝଡ଼ । ପ୍ରଭାବରେ ଆସନ୍ତା ୧ ତାରିଖ ପର୍ୟ୍ୟନ୍ତ…

ଆଜି ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର(ଆମ ଟିଭି): ଆଜି ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ରଥରେ ବିଜେ କରି ଯାତ୍ରା କରିବେ ମହାପ୍ରଭୁ ଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଉଭଣୀ ରୁକ୍ମିଣି । ଦ୍ୱାଦଶୀ ଅର୍ଥାତ୍ ରବିବାର…

ଆଜି ବାଜିବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବିଗୁଲ

ନୂଆଦିଲ୍ଲୀ(ଆମ ଟିଭି): କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ସରଗରମ ରହିଛି କର୍ଣ୍ଣାଟକ ରାଜନୀତି । ଏହାରି ଭିତରେ ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି ବାଜିବ ବିଗୁଲ । ଦିନ…

ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଆଜି ବସିବ ପ୍ରଥମ ସମନ୍ୱୟ କମିଟି ବୈଠକ

ପୁରୀ(ଆମ ଟିଭି): ପାଖେଇ ଆସିଲାଣି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା । ଏନେଇ ଆଜି ବସୁଛି ପ୍ରଥମ ସମନ୍ୱୟ କମିଟି ବୈଠକ । ପୁରୀ ସମ୍ମିଳନୀ କକ୍ଷରେ ହେବାକୁ ଥିବା ବୈଠକ ପାଇଁ ଜିଲ୍ଲାର…

ଆରିୟାନ ଇଞ୍ଜିନିଅରିଂ କଲେଜ ରେ କମ୍ପ୍ୟୁଟର ସାଇନ୍ସ ବିଭାଗର ଇଣ୍ଟରନ୍ୟାସନାଲ କନ୍ଫରେନ୍ସ

ଭୂବନେଶ୍ୱର(ଆମ ଟିଭି): ଆରିୟାନ୍ ଇଞ୍ଜିନିଅରିଂ କଲେଜରେ ଏକ ଇଣ୍ଟରନ୍ୟାସନାଲ କନ୍ଫରେନ୍ସ କମ୍ପ୍ୟୁଟେସନ ଇଣ୍ଟେଲିଜେନ୍ସି କମ୍ୟୁନିକେସନ୍ ଏବଂ ଡାଟା ଆନାଲିଟିକ୍ସ ଉପରେ ମାର୍ଚ୍ଚ ୨୪ ଓ ୨୫…

ଲାଲକିଲ୍ଲାରେ ବିକ୍ଷୋଭ କରୁଥିବା କଂଗ୍ରେସ ନେତାଙ୍କୁ। ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ :ଦେଶର ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ନିକଟରେ ବିକ୍ଷୋଭ କରୁଥିବା କଂଗ୍ରେସ କର୍ମୀ ଓ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ୍‌। ରାହୁଲ ଗାନ୍ଧିଙ୍କ ସଦସ୍ୟତା ପଦ…

ପାନ ଆଧାର ଲିଙ୍କ୍ ପାଇଁ ଜୁନ ୩୦ ଯାଏ ବଢ଼ିଲା ସମୟ ସୀମା

ନୂଆଦିଲ୍ଲୀ : ପୁଣି ଥରେ ବୃଦ୍ଧି ପାଇଛି ପାନ (ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର) ସହ ଆଧାର ଲିଙ୍କ୍ କରିବାର ସମୟସୀମା । ଏହି ସମୟସୀମାକୁ ଆସନ୍ତା ୨୦୨୩ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି…

ରାଜନୀତି ଛାଡ଼ିବେ ବେକି ଗଡକରୀ ?

ନୂଆଦିଲ୍ଲୀ :ପୁଣିଥରେ ରାଜନୀତିରୁ ଅବସର ନେବାର ସଙ୍କେତ ଦେଇଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ। ସେ ନିକଟରେ ଦେଇଥିବା ବୟାନରୁ ସ୍ପଷ୍ଟ ହେଉଛି ଯେ ଦଳର…

ରାହୁଲ ଗାନ୍ଧିଙ୍କୁ ଚ୍ୟାଲେଞ୍ଜ ଦେଲେ ସାବରକର ନାତି

ନୂଆଦିଲ୍ଲୀ :ବଢିବାରେ ଲାଗିଛି ରାହୁଲ ଗାନ୍ଧୀଙ୍କ ପାଇଁ ଅଡୁଆ। ମୋଦି ସାଙ୍ଗିଆକୁ ନେଇ ଅପମାନଜନକ ମନ୍ତବ୍ୟ ମାମଲାରେ ପ୍ରଥମେ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ପରେ ସାଂସଦ ପଦ ରଦ୍ଦ ଆଉ ଏବେ ନୂଆ…