ଆଜିଠୁ ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର(ଆମ ଟିଭି): ପଶ୍ଚିମାଝଡ଼ ପ୍ରଭାବରେ ଗତ ୨ ଦିନ ହେବ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ କୋହଲା ରହିଛି । ଅନେକ ସ୍ଥାନରେ ବର୍ଷା ମଧ୍ୟ ଦେଖିବାକୁ ମିଳିଛି । ଏହାପରେ ଆଜିଠୁ ବଢ଼ିପାରେ…

ସିବିଆଇରେ ହାଜର ହେବେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ

ନୂଆଦିଲ୍ଲୀ(ଆମ ଟିଭି): ପୁଣି ବିବାଦରେ ଛନ୍ଦି ହେଲେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ଚାକିରି ଦେବା ନାଁରେ ଜମି ଦୁର୍ନୀତି ମାମଲା, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ…

ଆଫ୍ରିକାରେ ବନ୍ୟାର ତାଣ୍ଡବଲୀଳା: ୩୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ(ଆମ ଟିଭି): ଆଫ୍ରିକାରେ ଏବେ ତାଣ୍ଡବ ରଚିଛି ବନ୍ୟା । ମଲାୱି ପ୍ରଦେଶରେ ଏବେ ପ୍ରକୃତି ତାଣ୍ଡବ ଲୀଳା ରଚିଛି । ପ୍ରବଳ ଝଡ ସାଙ୍ଗକୁ ବନ୍ୟା ଯୋଗୁଁ ୩୦୦ରୁ ଅଧିକ ଲୋକେ ପ୍ରାଣ…

ବାଲେଶ୍ୱରରେ ଗିରଫ ହେଲେ ୫୦ ଡ୍ରାଇଭର

ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ବିଭିନ୍ନ ସ୍ଥାନରେ ଡ୍ରାଇଭରମାନଙ୍କ ଆନ୍ଦୋଳନ ଏବେ ପୋଲିସର ଚିନ୍ତା ବଢାଇ ଦେଇଛି । ଏହାରି ଭିତରେ ଡ୍ରାଇଭରମାନଙ୍କ ଆନ୍ଦୋଳନ ବିରୋଧରେ କାର୍ୟ୍ୟାନୁଷ୍ଠାନ…

ପ୍ରତ୍ୟାହୃତ ହେଲା ସ୍ମାର୍ଟସିଟି ଅନଲାଇନ୍ ଅଟୋ ସଂଘର ଆନ୍ଦୋଳନ

ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ୱରରେ ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାରି ଭିତରେ ଏକ ଆଶ୍ୱସ୍ତିକର ଖବର ମିଳିଛି ।…

ଡ୍ରାଇଭର ଆନ୍ଦୋଳନ: ଆକାଶଛୁଆଁ ପରିବା ଦର

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ଡ୍ରାଇଭରମାନଙ୍କ ଆନ୍ଦୋଳନକୁ ନେଇ ଏବେ ରାଜଧାନୀ ହୁଲୁସ୍ତୁଲୁ ହେଉଛି । ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଥିବା ବେଳେ…

କ୍ଷମା ମାଗିବା ପ୍ରସଙ୍ଗକୁ ନେଇ ଏମିତି କହିଲେ ରାହୁଲ ଗାନ୍ଧୀ?

ନୂଆଦିଲ୍ଲୀ(ଆମ ଟିଭି): ରାହୁଲ ଗାନ୍ଧୀଙ୍କୁ ନେଇ ଏବେ ସବୁଠି ହଙ୍ଗାମା ଚାଲିଛି । ଗୃହ ଓ ଗୃହ ବାହାରେ ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ଦେଖବାକୁ ମିଳିଛି । ନିକଟରେ ଲଣ୍ଡନରେ ଦିଆଯାଇଥିବା…

କାହିଁକି ଏମିତି କହିଲେ ଜୟନାରାୟଣ ମିଶ୍ର

ଭୁବନେଶ୍ୱର: ବୁଧବାର ଦିନ ଶୂନ୍ୟକାଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର | ସେ କହିଛନ୍ତି ଯେ ପ୍ରତ୍ୟେକ ଜିନିଷ ପାଇଁ ସରକାରଙ୍କ ଏକ ନିର୍ଦ୍ଦିଷ୍ଟ…

ଡ୍ରାଇଭରଙ୍କ କଥା ବୁଝିବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଡ୍ରାଇଭରମାନଙ୍କର ଆନ୍ଦୋଳନ ଜାରି ରହିଥିବା ବେଳେ ଏନେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ସେ…

ଗିରଫ ହେବେନି ଇମ୍ରାନ ଖାନ, ଜାଣନ୍ତୁ କାହିଁକି

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫ(ପିଟିଆଇ)ର ମୁଖ୍ୟ ଇମ୍ରାନ ଖାଁଙ୍କ ଉପରେ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷାକୁ ଆଉ ଦିନକ ପାଇଁ ବୃଦ୍ଧି…