ଅଫିମ ଚାଷ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ମମତା

ନୂଆଦିଲ୍ଲୀ :‘ଆମେ ଅଫିମ ଚାଷ କରିବାକୁ ଚାହୁଁଛୁ, ଏଥିନିମନ୍ତେ ଆମକୁ ଖୁବ୍‌ ଶୀଘ୍ର ଅନୁମତି ଦିଅ ।’ କେନ୍ଦ୍ରକୁ ଏପରି ପତ୍ର ଲେଖି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ପଶ୍ଚିମବଙ୍ଗ…

ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ

ନୂଆଦିଲ୍ଲୀ (ଆମ ଟିଭି): ଗିରଫ ହେଲେ ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ । ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମୋହିଉଦ୍ଦିନ ୟାସିନଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଛି। କରୋନା…

ନବ ଦାସ ହତ୍ୟାକାଣ୍ଡ ଘଟଣା: ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ବିଜୟ ମହାପାତ୍ର

ଭୁବନେଶ୍ୱର (ଆମ ଟିଭି): ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଆଜିକୁ ୪୦ ଦିନରୁ ଅଧିକ ବିତିଲାଣି କିନ୍ତୁ ଏହା ଭିତରେ ଗୋପାଳ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା, ଏହି…

ରାମଚନ୍ଦ୍ର ପାଉଦେଲ ହେଲେ ନେପାଳର ନୂଆ ରାଷ୍ଟ୍ରପତି

ନୂଆଦିଲ୍ଲୀ (ଆମ ଟିଭି): ନେପାଳ ପାଇଲା ନୂଆ ରାଷ୍ଟ୍ରପତି । ନେପାଳ କଂଗ୍ରେସର ନେତା ରାମଚନ୍ଦ୍ର ପାଉଦେଲଙ୍କୁ ନେପାଳର ରାଷ୍ଟ୍ରପତି ଭାବେ ନିର୍ବାଚିତ କରାଯାଇଛି । ରାଷ୍ଟ୍ରପତି ନିର୍ବାଚନରେ…

ଜୀ-ସାର୍ଥକ ର ନୂଆ ଚଳଚ୍ଚିତ୍ର “ବାହାଘର ଡଟ୍ କମ୍ ” ର ଅଡିଓ ଲୋକାର୍ପିତ

ଭୁବନେଶ୍ୱର (ଆମ ଟିଭି): ଜୀ-ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର "ବାହାଘର ଡଟ୍ କମ୍" ର ଅଡିଓ ଲୋକାର୍ପଣ ଉତ୍ସବ ଭୁବନେଶ୍ବରର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜୀ-ସାର୍ଥକ…

ଜୀସାର୍ଥକ ରେ ମାର୍ଚ୍ଚ ୧୯ ତାରିଖ ସଂଧ୍ୟା ୬.୩୦ ରେ “ବାହାଘର ଡଟ୍ କମ୍ “

ଭୁବନେଶ୍ୱର :ଜୀ ସାର୍ଥକ ଫିଲ୍ମସ୍ ସର୍ବଦା ତାର ଦର୍ଶକଙ୍କୁ ନୂଆ ତଥା ଓଡିଆ ଛୁଙ୍କରେ ତିଆରି ପାରିବାରିକ ଫିଲ୍ମ ସବୁ ଦେଇ ଆସିଛି | ପୁଣି ଥରେ ଜୀ ସାର୍ଥକ ଫିଲ୍ମସ୍ ନେଇ ଆସୁଛି ବାହାଘର ଡଟ୍…

ମୋଦୀଙ୍କୁ ତାଲିବାନର ପ୍ରଶଂସା

ନୂଆଦିଲ୍ଲୀ (ଆମ ଟିଭି): ସାରା ବିଶ୍ୱରେ ବଢୁଛି ମୋଦୀଙ୍କ କ୍ରେଜ୍ । ଗୋଟେପଟେ ପାକିସ୍ତାନ ଓ ଆଫଗାନିସ୍ଥାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଥିବା ବେଳେ ଭାରତକୁ ପ୍ରଶଂସା କରିଛି ତାଲିବାନ୍ ।…

ଦିଲ୍ଲୀ ଅବକାରୀ ନୀତି ମାମଲା: ଜେରା ହେବେ କେ. କବିତା

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀ ଅବକାରୀ ନୀତି ଘୋଟାଲାର ଚେର ତେଲେଙ୍ଗାନା ପର୍ଯ୍ୟନ୍ତ ଲମ୍ବିଛି । ଏହି ମାମଲାରେ ପୁଣି ଥରେ ଜେରା ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ…

ଓଡ଼ିଶାରେ ହୋଲି ପାଳିଲେ ବିଗ ବସ୍ ବିଜୟିନୀ ତେଜସ୍ୱୀ ପ୍ରକାଶ

ଭୁବନେଶ୍ୱର (ଆମ ଟିଭି): ହୋଲି ସେଲିବ୍ରେସନ ପାଇଁ ଓଡ଼ିଶାରେ ପାଦ ଥାପିଥିଲେ ବିଗ ବସ୍ ବିଜୟିନୀ ତେଜସ୍ୱୀ ପ୍ରକାଶ । ତାଙ୍କୁ ନେଇ ଦମଦାର ହେଲା ପ୍ରି-ହୋଲି ସେଲିବ୍ରେସନ୍ । ବସନ୍ତର…

ରାହୁଲ ଗାନ୍ଧୀଙ୍କୁ ଦେଶର ଏକତା ପାଇଁ ବିପଦ ବୋଲି କହିଲେ କିରନ ରିଜିଜ୍ଜୁ

ନୂଆଦିଲ୍ଲୀ (ଆମ ଟିଭି): ରାହୁଲ ଗାନ୍ଧୀଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି କିରନ ରିଜ୍ଜିଜୁ । କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ଦେଶର ଏକତା ପାଇଁ ରାହୁଲ ଗାନ୍ଧୀ…