ଏଥର ଦିଲ୍ଲୀ ପରେଡ୍ ରେ ସାରା ବିଶ୍ୱ ଦେଖିବ “ନୃତ୍ୟାୟନ” ର ନୃତ୍ୟ ନୈବେଦ୍ୟ

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀ କର୍ତ୍ତ୍ୟବ୍ୟ ପଥରେ ପ୍ରଦର୍ଶିତ ହେବାକୁ ଥିବା *"ବନ୍ଦେ ଭାରତଂ ନୃତ୍ୟ ମହୋତ୍ସବ- 2023"* ସାଧାରଣତନ୍ତ୍ର ଦିବସ ଅବସରରେ ଏଥର ସାରା ବିଶ୍ୱ ଦେଖିବ…

ବିମାନରେ ପରିସ୍ରା କରିବା ପଡ଼ିଲା ମହଙ୍ଗା, ୪ମାସ ଯାଏ ବିମାନରେ ଯାତ୍ରା କରିପାରିବେ ନାହିଁ

ନୂଆଦିଲ୍ଲୀ: ବୃଦ୍ଧାଙ୍କ ଉପରେ ପରିସ୍ରା କରିବା ମହଙ୍ଗା ପଡ଼ିଲା। ଏବେ ୪ମାସ ପର୍ଯ୍ୟନ୍ତ ଏୟାର ଇଣ୍ଡିଆରେ ଯାତ୍ରା କରିପାରିବେ ନାହିଁ ଶଙ୍କର ମିଶ୍ରା। ଗତ ବର୍ଷ ନଭେମ୍ବର ୨୬ରେ ନ୍ୟୁୟର୍କରୁ…

କାହାକୁ ଟାର୍ଗେଟ କରି ଏମିତି କହିଲେ ସଞ୍ଜୟ ରାଉତ

ମୁମ୍ବାଇ: ରାଜ୍ୟରେ ପୁଣି ବାପା ଚୋରି ଗ୍ୟାଙ୍ଗ୍‌ ସକ୍ରିୟ ହୋଇଉଠିଛନ୍ତି ବୋଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀକୁ ବିଦ୍ରୂପ କରି ଶିବସେନା ମୁଖପାତ୍ର…

ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷଙ୍କୁ ଘୋ‌ଷାରି ନେଲା କାର ଚାଳକ

ନୂଆଦିଲ୍ଲୀ: ଦିଲ୍ଲୀରୁ ଏକ ଚକିତ କରିଲା ଭଳି ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲଙ୍କୁ ଜଣେ କାର ଚାଳକ ୧୦ରୁ ୧୫ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲେ।…

ଯୁଦ୍ଧକୁ ନେଇ ଏମିତି କହିଲେ ପୁଟିନ

ମସ୍କୋ: ରୁଷ୍‌ର ଶକ୍ତିଶାଳୀ ସେନା-ଶିଳ୍ପ କାରଖାନାଗୁଡ଼ିକ ଉତ୍ପାଦନ ତ୍ବରାନ୍ବିତ କରୁଥିବାରୁ ୟୁକ୍ରେନ୍‌ ଉପରେ ତାଙ୍କ ଦେଶର ବିଜୟ ସୁନିଶ୍ଚିତ ବୋଲି ବୁଧବାର ଦିନ ରାଷ୍ଟ୍ରପତି…

ନୀତିଶ ଟାର୍ଗେଟ କରି ଏମିତି କହିଲା ବିଜେପି

ବକ୍ସର୍‌: ବୁଧବାର ଦିନ ‘ସମାଧାନ ଯାତ୍ରା’ରେ ଯୋଗ ଦେବା ପାଇଁ ଯାଉଥିବା ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗାଡ଼ିକୁ ରାସ୍ତା ଛାଡ଼ିବା ଲାଗି କେତେକ ଲୋକାଲ୍‌ ଟ୍ରେନ୍‌ ୧୫ ମିନିଟ୍‌…

ପତ୍ନୀଙ୍କ ଅଭିଯୋଗକୁ ଅସ୍ବୀକାର କଲେ ହ୍ୟୁମାନ ସାଗର

କଟକ: ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗର ଥାନାରୁ ଫେରିଲା ପରେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ମୋ ନାମରେ ଆସିଥିବା ଅଭିଯୋଗ ମିଛ ବୋଲି କହିଛନ୍ତି। ମୁଁ କାହିଁକି…

କଂଗ୍ରେସରୁ ଇସ୍ତଫା ଦେଲେ ଜମ୍ମୁ କାଶ୍ମୀର କଂଗ୍ରେସ ମୁଖପାତ୍ର ଦୀପିକା ପୁଷ୍କର ନାଥ

ଜମ୍ମୁ (ଆମ ଟିଭି): କଂଗ୍ରେସ କୁ ଲାଗିଛି ଆଉ ଏକ ବଡ଼ ଝଟକା। ଜମ୍ମୁ କାଶ୍ମୀର କଂଗ୍ରେସ ମୁଖପାତ୍ର ଦୀପିକା ପୁଷ୍କର ନାଥ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ଚଳିତ ସପ୍ତାହରେ ଭାରତ ଯୋଡ଼ୋ…

୩୨୦ କୋଟି ଆୟ କରି ରେକର୍ଡ କଲା ସାବରିମାଲା ମନ୍ଦିର

ତିରୁବନନ୍ତପୁରମ୍‌(ଆମ ଟିଭି): ପୁଣି ରେକର୍ଡ ସୃଷ୍ଟି କଲା ସାବରିମାଲା ମନ୍ଦିର। ଆଜି କେରଳସ୍ଥିତ ସାବରିମାଲା ମନ୍ଦିରର ବାର୍ଷିକ ତୀର୍ଥଯାତ୍ରା ସମୟ ଶେଷ ହେଉଥିବା ବେଳେ ଚଳିତ ବର୍ଷ ମନ୍ଦିର…

ଆଜିଠୁ ପୁଣି ରାଜ୍ୟବ୍ୟାପୀ ଆରମ୍ଭ ହେବ ଟୀକାକରଣ ଅଭିଯାନ

ଭୁବନେଶ୍ୱର (ଆମ ଟିଭି): ସରିନି କରୋନା ମହାମାରୀ। ତେଣୁ ଏହାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଆଜିଠୁ ପୁଣି କୋଭିଡ ଟିକାକରଣ ଅଭିଯାନ ଆରମ୍ଭ ହେବ । ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ…