ଆଜି କିଛି ଜିଲ୍ଲାରେ ହୋଇପାରେ ବର୍ଷା

ଭୁବନେଶ୍ବର (ଆମ ଟିଭି): ଶୀତ ପରେ ଏବେ ଆସୁଛି ବର୍ଷା । ପଶ୍ଚିମାଝଡ଼ ପ୍ରଭାବରେ ଆଜି ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆଜି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ,…

ଚୀନରେ ପ୍ରଥମ ଥର ପାଇଁ ଜନସଂଖ୍ୟାକୁ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ (ଆମ ଟିଭି): ଚୀପରେ ଏବେ କରୋନା ସ୍ଥିତି ସାଙ୍ଘାତିକ । ଏହାରି ଭିତରେ ଏକ ବଡ଼ ଖବର ଆସିଛି । ଚୀନ ଜନସଂଖ୍ୟାରେ ଐତିହାସିକ ହ୍ରାସ ହୋଇଛି। ୬୦ ବର୍ଷରେ ପ୍ରଥମ ଥର ଜନସଂଖ୍ୟାକୁ…

ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁରା ପାଇଁ ଆଜି ବାଜିବ ନିର୍ବାଚନ ବିଗୁଲ

ନୂଆଦିଲ୍ଲୀ (ଆମ ଟିଭି): ଆଜି ବାଜିପାରେ ୩ ରାଜ୍ୟର ବିଧାନସଭା ନିର୍ବାଚନ ବିଗୁଲ । ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁରା ପାଇଁ ବିଗୁଲ ବାଜିବ । ଅପରାହ୍ଣ ୨ଟା ୩୦ରେ ଭାରତୀୟ ନିର୍ବାଚନ…

ହ୍ୟୁମାନ ସାଗରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ

ଭୁବନେଶ୍ୱର(ଆମ ଟିଭି): ପୁଣି ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ହ୍ୟୁମାନ ସାଗରଙ୍କ ବିରୋଧରେ ଅଭିଯୋଗ ହୋଇଛି । ତାଙ୍କ ପତ୍ନୀ ନିର୍ୟାତନା ଅଭିଯୋଗ ଆଣିଛନ୍ତି । ବଲାଙ୍ଗୀରର ଏହି…

ଚର୍ଚ୍ଚାରେ ରିଷି ସୁନକଙ୍କ ପାରମ୍ପରିକ ଖାଦ୍ୟ

ଲଣ୍ଡନ(ଆମ ଟିଭି): ଚର୍ଚ୍ଚାରେ ରିଶି ସୁନକଙ୍କ ପାରମ୍ପରିକ ଖାଦ୍ୟ। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ପୋଙ୍ଗଲ ଦିନ ତାଙ୍କ ଅଫିସ କର୍ମଚାରୀଙ୍କ ପାଇଁ ପାରମ୍ପରିକ ଖାଦ୍ୟର ବ୍ୟବସ୍ଥା…

ପରିସ୍ଥିତିରେ ନିଶ୍ଚିତ ଭାବେ ପରିବର୍ତ୍ତନ ଆଣିବି: ମମତା ବାନାର୍ଜୀ

କୋଲକାତା(ଆମ ଟିଭି): କେନ୍ଦ୍ରର ବିଜେପି ଓ ମମତାଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ଏହାରିଭିତରେ ମଧ୍ୟାହ୍ନ ଭୋଜନ ଯୋଜନାର କାର୍ଯ୍ୟକାରିତାକୁ ସମୀକ୍ଷା କରିବା ପାଇଁ କେନ୍ଦ୍ର…

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ

ନୂଆଦିଲ୍ଲୀ (ଆମ ଟିଭି): ଆଜିଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ହାଇଦ୍ରାବାଦରେ ଖେଳାଯିବ ।…

ଆଜି ଭୁବନେଶ୍ୱରରେ ପହଞ୍ଚିବ ବିଜୁ ବାବୁଙ୍କ ଡାକୋଟା ବିମାନ

ଭୁବନେଶ୍ୱର (ଆମ ଟିଭି):  ବହୁ ପ୍ରତିକ୍ଷାର ଅନ୍ତ ଘଟିଲା। ଓଡ଼ିଶାରେ ପହଞ୍ଚିଲା ବିଜୁ ବାବୁଙ୍କ ଡାକୋଟା ବିମାନ । ଆଜି ସକାଳେ ଜଳେଶ୍ୱର ଲକ୍ଷ୍ମଣନାଥ ଠୋଲ୍ ଗେଟରେ ପହଞ୍ଚିଥିଲା । ଗତକାଲି…

ପୁଣି ଏକ ବର୍ଷ ବଢିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ (ଆମ ଟିଭି): ପୁଣି ବଢିଲା ଜେପି ନଡ୍ଡାଙ୍କ କାର୍ଯ୍ୟକାଳ । ବିଜେପି ରାଷ୍ଟ୍ରୀୟ ଜେ.ପି ନଡ୍ଡାଙ୍କ କାର୍ୟ୍ୟକାଳ ବୃଦ୍ଧି କରିଛି ଦଳ । ଏନେଇ ଆଜି ଗୃହମନ୍ତ୍ରୀ ଅମିତ୍ ଶାହା ଘୋଷଣା…

କଂଗ୍ରେସକୁ ବଡ଼ ଝଟକା: ଇସ୍ତଫା ଦେଲେ ସତ୍ୟପ୍ରକାଶ ନାୟକ

ଭୁବନେଶ୍ୱର (ଆମ ଟିଭି): କଂଗ୍ରେସକୁ ବଡ଼ ଝଟକା । ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ସତ୍ୟପ୍ରକାଶ ନାୟକ। କଂଗ୍ରେସ ରାଜ୍ୟ ସଭାପତି ଶରତ…