ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ: ଶ୍ରୀଲଙ୍କାକୁ ୩୭୪ ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ (ଆମ ଟିଭି): ଆଜି ଗୌହାଟୀରେ ଅନୁଷ୍ଠିତ ହୋଇଛି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ । ଏହି ମ୍ୟାଚରେ ବିରାଟ କୋହଲି ଦମଦାର ଶତକ ହାସଲ କରିଛନ୍ତି । ସେ ତାଙ୍କ କ୍ୟାରିୟରର…

କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଲଢିବ ଏସଡିପିଆଇ

କର୍ଣ୍ଣାଟକ (ଆମ ଟିଭି): ବିଧାନସଭା ନିର୍ବାଚନ ଲଢିବ ଏସଡିପିଆଇ । ଆଗାମୀ ବିଧାନସଭା ନିର୍ବାଚନରେ କର୍ଣ୍ଣାଟକରେ ଏସଡିପିଆଇ ଭାଗନେବାକୁ ଘୋଷଣା କରିଛି । ତେବେ ଏହାକୁ ସାମ୍ପ୍ରଦାୟିକତାର ରଙ୍ଗ…

ଫିଲ୍ମ ପଠାନ ରିଲିଜ ହେଲା ଟ୍ରେଲର

ମୁମ୍ବାଇ: ଶେଷରେ ରିଲିଜ ହେଲା ବିବାଦରେ ଫସିଥିବା କିଙ୍ଗ ଖାନଙ୍କ ଫିଲ୍ମ ‘ପଠାନ’ର ଟ୍ରେଲର । ‘ବେଶରମ୍ ରଙ୍ଗ’ ଗୀତରେ ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନଙ୍କ ଗେରୁଆ ରଙ୍ଗର ବିକିନି ପାଇଁ…

କାହିଁକି ଏମିତି କହିଲେ ସାଉଥ୍ ଅଭିନେତ୍ରୀ,, ସାମନ୍ଥା ରୁଥ

ଚେନ୍ନାଇ: ‘ମୁଁ ମାୟୋସାଇଟିସ୍ ରୋଗରେ ପୀଡ଼ିତ। ହେଲେ ଭଗବାନ ନ କରନ୍ତୁ ଆଉ କିଏ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତୁ। ମାସାଧିକ କାଳ ଚିକିତ୍ସିତ ରହିବା ସହ ଔଷଧ ସେବନ କରିବା କଷ୍ଟ ଭଗବାନ କାହାକୁ…

ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ

କଟକ (ଆମ ଟିଭି): ରାତି ପାହିଲେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ । ଦୁଲୁକିବ ବାରବାଟୀ ଷ୍ଟାଡିୟମ । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମ ସହ ଏହାର ଶୁଭାରମ୍ଭ ଦେଖିବ ସାରା ବିଶ୍ୱ । ଏନେଇ…

ଜେଲରୁ ବାହାରିଲେ କୋଚ୍ଚର ଦମ୍ପତି

ନୂଆଦିଲ୍ଲୀ (ଆମ ଟିଭି): ଜେଲରୁ ମୁକୁଳିଲେ କୋଚର ଦମ୍ପତି । କାଲି ଜାମିନ ମିଳିବା ପରେ ଆଜି ଜେଲ୍ରୁ ବାହାରିଛନ୍ତି ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ୟ୍ୟନିର୍ବାହୀ ତଥା ପରିଚାଳନା…

ସମ୍ପତ୍ତି ତାଲିକା ନ ଦେଲେ ବନ୍ଦ ହେବ ଦରମା: ଅଧିକାରୀଙ୍କୁ କୃଷି ବିଭାଗର ଚରମବାଣୀ

ଭୁବନେଶ୍ୱର (ଆମ ଟିଭି): ଆଉ ନିସ୍ତାର ନାହିଁ । ଏଣିକି ସମ୍ପତ୍ତି ତାଲିକା ନ ଦେଲେ ମିଳିବନି ଦରମା । ବିଭାଗୀୟ ଅଧିକାରୀଙ୍କୁ କୃଷି ବିଭାଗର ଚରମବାଣୀ । ଜାନୁଆରୀ ୩୧ ତାରିଖ ମଧ୍ୟରେ ସମ୍ପତି…

ଅର୍ଚ୍ଚନା କେଳେଙ୍କାରୀ ମାମଲା: ଅର୍ଚ୍ଚନାଙ୍କ ଆଲିସାନ୍ ଘର ଆଟାଚ୍ କଲା ଇଡି

ଭୁବନେଶ୍ୱର (ଆମ ଟିଭି): ଅର୍ଚ୍ଚନା କେଳେଙ୍କାରୀ ମାମଲାରେ ତଦନ୍ତ ଜାରି ରହିଛି ଇଡ଼ି । ଏହାରି ଭିତରେ ଇଡି ସେସନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ମୋଟ ୨ ହଜାର ୩୪୧ ପୃଷ୍ଠାର…

ଉତ୍ତରାଖଣ୍ଡରେ ଯୋଶୀମଠ ଫାଟ ଲୋକ ଘର ଛାଡ଼ିବାକୁ ନାରାଜ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଯୋଶୀମଠ ସହରରେ ଆଜି ଶଙ୍କରାଚାର୍ଯ୍ୟ ମନ୍ଦିର ଏବଂ ଶିବଲିଙ୍ଗରେ ଫାଟ ଦେଖାଦେଇଛି। ଆଦି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ଏହି…

ଚଳିତ ଶିକ୍ଷାବର୍ଷ ଏପ୍ରିଲ ମାସରୁ ଆରମ୍ଭ ହେବ

ଭୁବନେଶ୍ବର : ୨୦୨୩-୨୪ ଶିକ୍ଷାବର୍ଷ ଏପ୍ରିଲ ମାସରୁ ଆରମ୍ଭ ହେବ। କୋଭିଡ୍‌ ପୂର୍ବବର୍ତ୍ତୀ ସମୟରେ ଯେଉଁଭଳି ପାଠପଢ଼ା ହେଉଥିଲା ପୁଣିଥରେ ସେଭଳି ଚାଲିବ। ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା…