ଆଜିଠୁ ରାଜ୍ୟରେ କମିବ ଶୀତ

ଭୁବନେଶ୍ବର : ରାଜ୍ୟରେ ଏବେ ପ୍ରବଳ ଜାଡ଼ ଲାଗି ରହିଥିବା ବେଳେ ଆଜିଠାରୁ ଶୀତ କମିବ। ୩ ଦିନରେ ପାଖାପାଖି ୩ରୁ ୪ ଡିଗ୍ରି ଯାଏ ଚଢ଼ିଯିବ ପାରଦ। ଫଳରେ ରାଜ୍ୟ ପ୍ରବଳ ଜାଡ଼ରୁ ମୁକ୍ତି ପାଇବ।…

୨୪ ନିର୍ବାଚନକୁ ନେଇ ଏମିତି କହିଲେ ଅସଦୁଦ୍ଦିନ ଓ‌ୱେସି

ନୂଆଦିଲ୍ଲୀ: ୨୦୨୪ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବାର ରଣନୀତି କହିଲେ ଅଲ ଇଣ୍ଡିଆ ମଜଲିସ୍-ଇ-ଇଥାହାଦୁଲ ମୁସଲିମ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓ‌ୱେସି। ​​’ପୋଡକାଷ୍ଟ ଉଇଥ୍…

ଅର୍ଚ୍ଚନାଙ୍କ ସହିତ ୪ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲେ ଇଡି

ଭୁବନେଶ୍ବର : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଦାଖଲ କରିଛି। ୨୪୦୦ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟରେ ଅଭିଯୁକ୍ତ…

ସମାନ ନାଗରିକ ସଂହିତାକୁ ନେଇ ଏମିତି ରାୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସମାନ ନାଗରିକ ସଂହିତା (ୟୁସିସି) ଯାଞ୍ଚ କରିବାକୁ ବିଜେପି ଶାସିତ ଗୁଜରାଟ ଏବଂ ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ଗଠିତ କମିଟିକୁ ସବୁଜ ସଙ୍କେତ ଦେଇଛନ୍ତି ସୁପ୍ରିମକୋର୍ଟ ।…

ବ୍ରାଜିଲରେ ଅରାଜକତା ରାଷ୍ଟ୍ରପତି ଭବନକୁ ପଶିଲେ ଜନତା

ନୂଆଦିଲ୍ଲୀ: ବ୍ରାଜିଲରେ ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଅରାଜକତା ଓ ହିଂସାକାଣ୍ଡ ଘଟଣାରେ ସୁପ୍ରିମକୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବ୍ରାଜିଲ…

କ୍ଷମା ମାଗିଲେ ଅମିତାଭ ବଚ୍ଚନ, ଜାଣନ୍ତୁ କାହିଁକି

ମୁୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଓରଫ୍ ବିଗ୍ ବି’। ସେ ଆଜି ଫିଲ୍ମ ଇଣ୍ଡଷ୍ଟ୍ରିରେ ଯେତିକି ସକ୍ରିୟ ସୋଶାଲ ମିଡିଆରେ ମଧ୍ୟ ସେତିକି ସକ୍ରିୟ। ସେ ପ୍ରାୟତଃ ନିଜ ଫ୍ୟାନ୍‌ମାନଙ୍କ…

ଯାତ୍ରୀଙ୍କୁ ଛାଡି ପଳାଇଲା ବିମାନ

ବେଙ୍ଗାଲୁରୁ: ଜଣେ କି ଦୁଇ ଜଣ ନୁହଁ। ୫୦ ଜଣ ଯାତ୍ରୀଙ୍କୁ ଛାଡ଼ି ପଳାଇଲା ବିମାନ। ଏମିତି ଏକ ଅଦ୍ଭୁତ ଘଟଣା ଆଜି ବେଙ୍ଗାଲୁରୁ ବିମାନ ବନ୍ଦରରେ ଘଟିଛି। ବିମାନ କମ୍ପାନୀ ‘ଗୋ ଫାଷ୍ଟ’ ପକ୍ଷରୁ…

ଜୀ-ସାର୍ଥକ ନିବେଦିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତିଶୋଧ’ ର ଶୁଭ ମହୁରତ*

ଭୁବନେଶ୍ବର (୦୯/୦୧) : ଓଲିଉଡରେ ଓଡ଼ିଆ ସିନେମାର ବଜାର ଏବେ ସରଗରମ। ଏହି ଗରମାଗରମ ମାହୋଲରେ ମନୋରଞ୍ଜନର ତଡ଼କା ଲଗେଇ ଜୀ-ସାର୍ଥକ ଫିଲ୍ମସ ନିବେଦିତ ଏବଂ ଅଜୟ ରାଉତ ପ୍ରଯୋଜିତ ଆଉ ଏକ ନୂଆ…

ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଦେଶର ଗରିବଙ୍କ ଦୁର୍ଦ୍ଦଶା ବୁଝନ୍ତି: ଓମ୍ ବିର୍ଲା

ନୂଆଦିଲ୍ଲୀ (ଆମ ଟିଭି): ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଦେଶର ଗରିବଙ୍କ ଦୁର୍ଦ୍ଦଶା ବୁଝନ୍ତି । ରବିବାର ଦିନ ରାଜସ୍ଥାନର କୋଟାସ୍ଥିତ ଦଶହରା ଷ୍ଟାଡିୟମ୍ରେ ଆୟୋଜିତ ‘କ୍ରେଡିଟ୍…

ଚନ୍ଦା କୋଚର ଓ ତାଙ୍କ ସ୍ୱାମୀଙ୍କୁ ମିଳିଲା ଜାମିନ୍

ନୂଆଦିଲ୍ଲୀ (ଆମ ଟିଭି): ଚନ୍ଦା କୋଚର ଓ ତାଙ୍କ ସ୍ୱାମୀକୁ ମିଳିଲା ଜାମିନ୍ । ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଆଜି ଜାମିନ୍ ମିଳିଛି ।…