ପୁଣି ବଢିଲା ଡୋନାଲ୍ଡ ଟ୍ରମ୍ପଙ୍କ ଅଡ଼ୁଆ: କେମିତି ଜାଣନ୍ତୁ?

ନୂଆଦିଲ୍ଲୀ(ଆମ ଟିଭି): ପୁଣି ବଢ଼ିଲା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ। ରାଷ୍ଟ୍ରପତି ପଦରୁ ବିଦା ହେବା ପରେ ଟ୍ରମ୍ପଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି ।…

ରାଉରକେଲାରେ ହକି ବିଶ୍ୱକପ୍ ପୂର୍ବରୁ ଉଡ଼ିବ ବିମାନ

ଭୁବନେଶ୍ୱର(ଆମ ଟିଭି): ଖୁବଶୀଘ୍ର ରାଉରକେଲାକୁ ଉଡ଼ିବ ବିମାନ । ଆସନ୍ତା କିଛି ଦିନ ମଧ୍ୟରେ ରାଉରକେଲା ବିମାନ ବନ୍ଦର କାର୍ୟ୍ୟକ୍ଷମ ହେବ ଓ ପୁରୁଷ ବିଶ୍ୱକପ୍ ହକି ମ୍ୟାଚ ପୂର୍ବରୁ ଏଠାରୁ…

ଆଦିବାସୀ ଭାଷା ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ଆଜି ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା

ମୟୁରଭଞ୍ଜ (ଆମ ଟିଭି): ଆଜି ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ । ଆଦିବାସୀ ଭାଷା ଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ଆଜି ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା…

ଏଲଏସିରେ ଯୁଦ୍ଧ ପ୍ରସ୍ତୁତି ଚଳାଇଛି ଚୀନ୍

ନୂଆଦିଲ୍ଲୀ (ଆମ ଟିଭି): ଏଲଏସିରେ ଭାରତ-ଚୀନ ମଧ୍ୟରେ ଲାଗି ରହିଛି ବିବାଦ । ଅରୁଣାଚଳ ପ୍ରଦେଶର ତୱାଙ୍ଗ୍ ସେକ୍ଟରରେ ଚୀନ-ଭାରତ ସେନା ମୁହାଁମୁହିଁ ହେବା ପରେ ବେଜିଂ ପକ୍ଷରୁ ଚୀନ ସୀମାବର୍ତି…

ଜାନୁଆରୀ ପହିଲାରୁ କଟକରେ ଗଡିବନି ଭାରି ଯାନ

କଟକ (ଆମ ଟିଭି): ଓଡ଼ିଶାରେ ଆରମ୍ଭ ହୋଇଗଲାଣି ହକି ଫିବର । ହକି ବିଶ୍ୱକପ୍ ପାଇଁ ସବୁଠି ଚଳଚଞ୍ଚଳ । ଏହାରି ଭିତରେ ଜାନୁଆରୀ ପହିଲାରୁ ଅସନ୍ତା ୧୨ ତାରିଖ ଯାଏଁ କଟକ ରାସ୍ତାରେ ଗଡିବନି…

ଜାମ୍ମୁକାଶ୍ମୀର ଏନକାଉଣ୍ଟରରେ ୩ ଆତଙ୍କୀ ସଫା

ନୂଆଦିଲ୍ଲୀ (ଆମ ଟିଭି): ଜାମ୍ମୁକାଶ୍ମୀରରେ ପୁଣି ଏକ ଏନକାଉଣ୍ଟର । ଜାମ୍ମୁ କାଶ୍ମୀରରେ ୩ ଆତଙ୍କବାଦୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ । ମଙ୍ଗଳବାର ସକାଳୁ କାଶ୍ମୀର ସୋପିଆନ ଜିଲ୍ଲାର…

ରାଜସ୍ଥାନ ସରକାରଙ୍କ ବଡ ଘୋଷଣା, ଜାଣନ୍ତୁ କଣ

ନୂଆଦିଲ୍ଲୀ:ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ରାଜସ୍ଥାନରେ ଦାରିଦ୍ର୍ୟ ସୀମା ରେଖା‌ ତଳେ ଥିବା ଏବଂ ଉଜ୍ଜ୍ବଳା ଯୋଜନାରେ ପଂଜିକୃତ ହୋଇଥିବା ଲୋକମାନଙ୍କ ପାଇଁ…

କାହିଁକି ଏମିତି କହିଲେ ଦଲାଇଲାମା

କାଙ୍ଗ୍ରା : ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା କହିଛନ୍ତି ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଚୀନ୍ ସେନା ସହ ଭାରତର ସଂଘର୍ଷ ପରିପ୍ରେକ୍ଷୀରେ ସେ ଚୀନ୍‌କୁ କି ବାର୍ତ୍ତା ଦେବାକୁ ଚାହାନ୍ତି…

“Love in London” ଓଡ଼ିଆ ଚଳଚ୍ଚିତ୍ର ର ଫାଷ୍ଟଲୁକ୍‌ ରିଲିଜ*

ଭୁବନେଶ୍ୱର :ସାରା ଓଡିଶାର ହୃଦ ସ୍ପନ୍ଦନ ବଢ଼ାଇ ନୂଆ ବର୍ଷରେ ମୁକ୍ତିଲାଭ କରିବାକୁ ଯାଉଛି ମେଗାଷ୍ଟାର ଅନୁଭବ ମହାନ୍ତି ଙ୍କ ନୂଆ ଓଡ଼ିଆ ସିନେମା "Love in London"ର ଫାଷ୍ଟ ଲୁକ୍ ରିଲିଜ୍…

ପୁଣି ଏଲନ ମସ୍କ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା

ୱାସିଂଟନ୍‌: ସେ ‘ଟୁଇଟର୍‌’ ମୁଖ୍ୟ ପଦବୀରୁ ଓହରି ଯିବା ଉଚିତ କି? ବୋଲି ସଦ୍ୟତମ ଟୁଇଟ୍‌ରେ ‘ଟୁଇଟର୍‌’ର ‘ସିଇଓ’ ଏଲନ୍‌ ମସ୍କ୍‌ ଜନମତ ଲୋଡ଼ିଛନ୍ତି। ଜନମତ ଫଳାଫଳକୁ ଆଧାର କରି ଏ…