ହକି ବିଶ୍ୱକପ୍ ପାଇଁ ଆଜିଠୁ ଅଫଲାଇନରେ ହେବ ଟିକେଟ୍ ବିକ୍ରି

ଭୁବନେଶ୍ୱର(ଆମ ଟିଭି): ଓଡ଼ିଶାରେ ହେବାକୁ ଯାଉଛି ହବି ମହାକୁମ୍ଭ । ଜାନୁଆରୀ ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ ହକି ପାଇଁ ଆଜିଠୁ ଅଫ୍ଲାଇନ୍ ଟିକେଟ ବିକ୍ରି ହେବ। ଉଭୟ…

ଚାଇନା ସାମଗ୍ରୀ ବଏକଟ କରିବାକୁ ଆହ୍ୱାନ ଦେଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ (ଆମ ଟିଭି): ଚୀନର ପ୍ରାଦୁର୍ଭାବ ଦିନକୁ ଦିନ ବଢିବାରେ ଲାଗିଲାଣି । ଅରୁଣାଚଳ ପ୍ରଦେଶର ତୱାଙ୍ଗ୍ ସେକ୍ଟରରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହେବା ପରେ ଭାରତରେ ଚୀନ ବିରୋଧୀ…

ମୋଦୀଙ୍କୁ ପ୍ରଶଂସା କଲେ ଆମେରିକା ଗୁଇନ୍ଦା ଏଜେନ୍ସି ମୁଖ୍ୟ

ନୂଆଦିଲ୍ଲୀ (ଆମ ଟିଭି): ମୋଦୀଙ୍କୁ ପ୍ରଶଂସା କଲେ ଆମେରିକା ଗୁଇନ୍ଦା ଏଜେନ୍ସି ମୁଖ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରସଂଶା କରିଛନ୍ତି ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ…

ଅର୍ଚ୍ଚନା କେଳେଙ୍କାରୀ ମାମଲା: ସରିଲା ରିମାଣ୍ଡ, କୋର୍ଟରେ ହେବେ ହାଜର

ଭୁବନେଶ୍ୱର (ଆମ ଟିଭି): ଆଜି ସରିବ ଅର୍ଚ୍ଚନାଙ୍କ ରିମାଣ୍ଡ । ମନି ଲଣ୍ଡ୍ରରିଂ ମାମଲାରେ ଶେଷ ହୋଇଛି ଅର୍ଚ୍ଚନା ନାଗଙ୍କ ରିମାଣ୍ଡ ଅବଧି । ସୋମବାର ଇଡି ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରିବ…

ଫିଫା ବିଶ୍ୱକପ୍ ହାରିବା ପରେ ଫ୍ରାନ୍ସରେ ହିଂସା

ନୂଆଦିଲ୍ଲୀ (ଆମ ଟିଭି): ଫିଫା ବିଶ୍ୱକପ୍ ହାରିବା ପରେ ଫ୍ରାନ୍ସର ବିଭିନ୍ନ ସ୍ଥାନରେ ହିଂସା । ଫାଇନାଲ୍ ମ୍ୟାଚ୍ ହାରିବା ପରେ ଫ୍ରାନ୍ସର ସମର୍ଥକମାନେ ରାସ୍ତାରେ ପୋଡାଜଳା କରିଥିଲେ ।…

ନର୍ଥଇଷ୍ଟର୍ଣ୍ଣ କାଉନ୍‌ସିଲ୍‌’ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଏମିତି କହିଲେ ମୋଦି

ଶିଲଂ: ତାଙ୍କ ସରକାର ସ୍ବଳ୍ପ-ବିକାଶ, ଦୁର୍ନୀତି, ଅସ୍ଥିରତା ଏବଂ ରାଜନୈତିକ ପକ୍ଷପାତ ଭଳି ବାଧାକୁ ‘ରେଡ୍‌ କାର୍ଡ’ ଦେଇଥିବା କଥା ଆଜି ପ୍ରଧାନମନ୍ତ୍ରୀ ମେଘାଳୟର ଶିଲଂରେ ଆୟୋଜିତ…

ହାତର ହାତ ଧରିଲେ ଗୁଡଲି ରଥ

ଭୁବନେଶ୍ୱର : କଂଗ୍ରେସରେ ମିଶିଲେ ବିଶିଷ୍ଟ ଓଡ଼ିଆ ସଙ୍ଗୀତକାର ଗୁଡ୍‌ଲି ରଥ ଏବଂ ଗାୟିକା ପମି ମିଶ୍ର। କଂଗ୍ରେସ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲା କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ…

ଚାଇନାରେ ୨୦୨୩ରେ ହେବ କରୋନା ବିସ୍ଫୋରଣ

ନୂଆଦିଲ୍ଲୀ (ଆମ ଟିଭି): ଚୀନରେ କରୋନା ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ଭିତରେ ୨୦୨୩ରେ ଚୀନରେ ହେବ କରୋନାର ବିସ୍ଫୋରଣ । ଚୀନର ଏକ ତୃତୀୟାଂଶ ଲୋକେ ଏଥିରେ ସଂକ୍ରମିତ ହେବେ ।…

ମହଙ୍ଗା ପଡ଼ିଲା ହିଜାବକୁ ବିରୋଧ: ଗିରଫ ହେଲେ ଅଭିନେତ୍ରୀ

ନୂଆଦିଲ୍ଲୀ (ଆମ ଟିଭି): ମହଙ୍ଗା ପଡ଼ିଲା ହିଜାବ ବିରୋଧରେ ସ୍ୱର ଉଠାଇବା । ଗିରଫ ହେଲେ ଅଭିନେତ୍ରୀ । ହିଜାବକୁ ବିରୋଧ କରି ଇରାନ୍ ସରକାରଙ୍କ ବିରୋଧରେ ଯିଏ ସ୍ୱର ଉଠାଇଲା ତାକୁ ମିଳୁଛି…

ଆଜି ଭାରତୀୟ ନୌସେନାରେ ସାମିଲ ହେବ ଆଇଏନଏସ ମୋର୍ମୁଗାଓ

ନୂଆଦିଲ୍ଲୀ (ଆମ ଟିଭି): ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା । ସମୁଦ୍ରରେ ନିଜର ଉପସ୍ଥିତି ଜାହିର କରିବ ଭାରତର ବାହୁବଳୀ । ଆଜି ନୌସେନାରେ ସାମିଲ ହେବ ଆଇଏନଏସ୍ ମୋର୍ମୁଗାଓ ।…