ଚଳଚ୍ଚିତ୍ର “ଦମନ” ଦେଖିଲେ ହାଇଟେକ୍ ମେଡିକାଲ କଲେଜ ଛାତ୍ର ଛାତ୍ରୀ 

ଭୁବନେଶ୍ୱର (ଆମ ଟିଭି):ଫିଲ୍ମ ରେ ନାୟିକା ନାହିଁ, ଖଳନାୟକ ବି ନାହିଁ, ଆଇଟମ ଗୀତ ବି ନାହିଁ ଆଉ ଦକ୍ଷିଣୀ ନାୟକ ଷ୍ଟାଇଲ ର ଧୂଳି ଉଡ଼ା ଫାଇଟ ବି ନାହିଁ. ଫିଲ୍ମ ର ଚରିତ୍ର ମାତ୍ର ଦୁଇ ଜଣ,…

ରାଷ୍ଟ୍ରପତିଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ: କ୍ଷମା ମାଗିଲେ ଟିଏମସି ମନ୍ତ୍ରୀ

ନନ୍ଦିଗ୍ରାମ (ଆମ ଟିଭି): ବିରୋଧ ପରେ ମାଗିଲେ କ୍ଷମା । କ୍ଷମା ମାଗିଲେ ଟିଏମସିର ବରିଷ୍ଠ ନେତା ତଥା ମନ୍ତ୍ରୀ ଅଖିଳ ଗିରି। ସେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅତ୍ୟନ୍ତ…

୨୦୧୭ ପରଠାରୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟରେ ଦେଢ଼କୋଟି ଟଙ୍କା ଜମା ହୋଇଛି

ଭୁବନେଶ୍ୱର (ଆମ ଟିଭି): ସବୁଠି ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା । ଇଡି ଏହି ମାମଲାର ତଦନ୍ତ କରିବା ଠାରୁ ସମସ୍ତେ ଥର ହର ହେଉଛନ୍ତି । ୨୦୧୭ ପରଠାରୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟରେ…

ବିବାହ ବନ୍ଧନରେ ବାନ୍ଧିହେବେ ରିଆ

ଭୁବନେଶ୍ୱର(ଆମ ଟିଭି): ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ଓଲିଉଡର ନାୟିକା ରିଆ ଦେଇ । ସୁନିଲ କୁମାର ଦଲାଇଙ୍କୁ ବିବାହ କରିବାକୁ ଯାଉଛନ୍ତି। ବୁଧବାର ନାୟିକା ଦୁହିଁଙ୍କର ନିର୍ବନ୍ଧ…

ବିବାହ ବନ୍ଧନରେ ବାନ୍ଧିହେବେ ଲିପ୍ସା

ଭୁବନେଶ୍ୱର(ଆମ ଟିଭି): ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ଓଲିଉଡର ନାୟିକା। ଓଲିଉଡ ନାୟିକା ଲିପ୍ସା ମିଶ୍ର ଆକାଶ ଆଚାର୍ୟ୍ୟଙ୍କୁ ବିବାହ କରିବେ । ବୁଧବାର ନାୟିକା ଙ୍କର ନିର୍ବନ୍ଧ…

ଡିସେମ୍ବରରୁ ଆରମ୍ଭ ହୋଇପାରେ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ (ଆମ ଟିଭି): ଡିସେମ୍ବରରୁ ଆରମ୍ଭ ହୋଇପାରେ ସଂସଦର ଶୀତକାଳୀନ ଅଧିବେଶନ । ଶୀତକାଳୀନ ଅଧିବେଶନ ପୁରୁଣା ସଂସଦ ଭବନରେ ହେବାର ସମ୍ଭାବନା ଅଧିକ । ସୂତ୍ର ଅନୁସାରେ, ସଂସଦୀୟ ମାମଲାର…

ରାଷ୍ଟ୍ରପତିଙ୍କୁ ଅପମାନ କଲେ ଟିଏମସି ନେତା!

ନୂଆଦିଲ୍ଲୀ (ଆମ ଟିଭି): ପୁଣି ସୀମା ଲଂଘିଲେ ଟିଏମସି ନେତା । ରାଷ୍ଟ୍ରପତିଙ୍କୁ ପୁଣି କଲେ ଅପମାନ । ପଶ୍ଚିମବଙ୍ଗ ମମତା ସରକରାରେ ମନ୍ତ୍ରୀ ଅଖିଲ ଗିରି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ…

ତେଲେଙ୍ଗାନା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ହାଇଦ୍ରାବାଦ (ଆମ ଟିଭି): ମିଶନ ସାଉଥ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୪ଟି ଦକ୍ଷିଣ ଭାରତୀୟ ରାଜ୍ୟକୁ ଦୁଇଦିନିଆ ଗସ୍ତରେ ଯାଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ଖୁବଶୀଘ୍ର BSKYରେ ସାମିଲ ହେବ ଅଙ୍ଗ ପ୍ରତିରୋପଣ

ଭୁବନେଶ୍ବର (ଆମ ଟିଭି): ପୁଣି ଇତିହାସ ରଚିବ ରାଜ୍ୟ ସରକାରଙ୍କ ବିଏସକେୱାଇ ଯୋଜନା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କେୱାଇ)ରେ ଅଙ୍ଗ ପ୍ରତିରୋପଣ ଖର୍ଚ ପାଇଁ କୌଣସି ପ୍ୟାକେଜ୍ର…

ଚଳଚ୍ଚିତ୍ର‌ “ଦମନ” ଟିମ୍ ସମ୍ଵର୍ଦ୍ଧିତ

ଭୁବନେଶ୍ବର (ଆମ ଟିଭି) : ଓଡ଼ିଆ ସିନେମାରେ ଓଡ଼ିଆତ୍ଵ ନାହିଁ କହି ଓଡ଼ିଆ ଦର୍ଶକ ମୁହଁ ଫେରେଇ ନେଉଛନ୍ତି ବୋଲି କୁହାଯାଉଥିବା ବେଳେ ନିକଟରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର 'ଦମନ'…