ବୁଧବାର ବାହାରିବ ମାଟ୍ରିକ ଫଳ, ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଆମ ଟିଭି): ଆସନ୍ତା ବୁଧବାର ଅର୍ଥାତ୍ ୬ ତାରିଖ ପ୍ରକାଶ ପାଇବ ମାଟ୍ରିକ୍ ଫଳ । ଦିନ ଗୋଟାଏ ରେ  bseodisha.ac. in ଏବଂ odisharesult. nic. in ରେ ଉପଲବ୍ଧ ହେବ ଫଳ। ଏ ନେଇ…

ବଦଳିବ ହାଇଦ୍ରାବାଦର ନାଁ, ଜାଣନ୍ତୁ କେଉଁ ନାଁ ଦେଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ(ଆମ ଟିଭି): ବଦଳିବ ହାଇଦ୍ରାବାଦର ନାଁ।  ହାଇଦ୍ରାବାଦରେ ଆୟୋଜିତ ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ ଏମିତି କରିଛନ୍ତି ପ୍ରଧାନମନ୍ତ୍ରୀ…

ଶ୍ରୀମନ୍ଦିର ଗର୍ଭଗୃହ ସମ୍ପୂର୍ଣ୍ଣ ସୁରକ୍ଷିତ: ଏଏସଆଇ

ପୁରୀ(ଆମ ଟିଭି): ଶ୍ରୀମନ୍ଦିର ଗର୍ଭଗୃହ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। କେବଳ ଧଳା ଆସ୍ତରଣରେ କେମିକାଲ ଦିଆଯିବ। ରବିବାର କୋର କମିଟି ଓ ଏଏସଆଇର ୧୫ ଜଣିଆ ଟିମ୍ ମିଳିତ ଭାବେ ଦୀର୍ଘ ତିନି…

ଉପ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଅମରିନ୍ଦର !

ନୂଆଦିଲ୍ଲୀ(ଆମ ଟିଭି): ଜୁଲାଇ ୧୮ରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଏହା ମଧ୍ୟରେ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଛି। ଶାସକ ଏନଡିଏ ଏବଂ ବିରୋଧୀ…

ଆସାମରେ ବନ୍ୟା ବିତ୍ପାତ: ୨୯ଲକ୍ଷ ଲୋକ ପ୍ରଭାବିତ, ୧୭୩ଜଣ ମୃତ

ଗୌହାଟୀ(ଆମ ଟିଭି): ଆସାମରେ ବନ୍ୟା ବିତ୍ପାତ ଭୟଙ୍କର  ପରିସ୍ଥିତି ସୃଷ୍ଟି କରିଛି। ରାଜ୍ୟର ୩୦ଟି ଜିଲ୍ଲାରେ ୨୯ଲକ୍ଷରୁ ଅଧିକ ଲୋକ ଏହି ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଆସାମ…

ଗୋଟି ପହଣ୍ଡିରେ ଜନ୍ମବେଦୀରେ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ(ଆମ ଟିଭି): ସରଧା ବାଲିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଗୋଟି ପହଣ୍ଡିରେ ଜନ୍ମବେଦୀରେ ବିଜେ କରିଛନ୍ତି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଶ୍ରୀବିଗ୍ରହଙ୍କ ସମସ୍ତ ନୀତିକାନ୍ତି ରଥ ଉପରେ…

ବିଧାନସଭାରେ ଉପସ୍ଥାପିତ ହେଲା ୨୦୨୨-୨୩ ବର୍ଷ ପାଇଁ ୨ ଲକ୍ଷ କୋଟିର ପୂର୍ଣ୍ଣାଙ୍ଗ ବଜେଟ୍

ଭୁବନେଶ୍ବର(ଆମ ଟିଭି) : ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ। ତେବେ ପ୍ରଥମ ଦିନରେ ଉପସ୍ଥାପିତ ହେଲା ୨୦୨୨-୨୩ ବର୍ଷ ପାଇଁ ୨ ଲକ୍ଷ କୋଟିର ପୂର୍ଣ୍ଣାଙ୍ଗ ବଜେଟ୍ । ରାଜ୍ୟ…

ଆରମ୍ଭ ହେଲା ମୌସୁମୀ ଅଧିବେଶନ: ଅପରାହ୍ଣରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍

ଭୁବନେଶ୍ବର( ଆମ ଟିଭି): ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ତେବେ ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହ ପରିଚାଳନା କରୁଛନ୍ତି। ଅଧିବେଶନ ଆରମ୍ଭରେ ଦିବଙ୍ଗତ…

ଉପରାଷ୍ଟ୍ରପତି ନିର୍ବାଚନରେ ମାଷ୍ଟରଷ୍ଟ୍ରୋକ୍ ଖେଳିବେ କି ନବୀନ ? ଗତଥର ଦେଇଥିଲେ ୟୁପିଏକୁ ସମର୍ଥନ

ଭୁବନେଶ୍ୱର(ଆମ ଟିଭି) ପୁଣି ସାରା ଦେଶକୁ ଚକମା ଦେବ ବିଜେଡି । ଉପରାଷ୍ଟ୍ରପତି ନିର୍ବାଚନରେ ମାଷ୍ଟରଷ୍ଟ୍ରୋକ୍ ଖେଳିବେ ନବୀନ ପଟ୍ଟନାୟକ । ସମୟ ଦେଖି ଉଚିତ ନିଷ୍ପତି ନେଇ ପୁଣି ଜାତୀୟ…