କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଉପଯୁକ୍ତ କାରଣ ନଥିଲେ ଅଭିଯୁକ୍ତକୁ ହାତକଡି ଲଗାଯିବନି

ବେଙ୍ଗାଲୁରୁ(ଆମ ଟିଭି): କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଉପଯୁକ୍ତ କାରଣ ନଥିଲେ ଅଭିଯୁକ୍ତକୁ ହାତକଡି ଲଗାଇ ପାରିବନି ପୋଲିସ। ଅଭିଯୁକ୍ତକୁ ହାତକଡି ଲଗାଇ ସର୍ବ ସମ୍ମୁଖରେ…

ଅଗଷ୍ଟ ୬ରେ ଅନୁଷ୍ଠିତ ହେବ ଉପରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ(ଆମ ଟିଭି): ଆସନ୍ତା ଅଗଷ୍ଟ ମାସ ୬ ତାରିଖରେ ଅନୁଷ୍ଠିତ ହେବ ଉପରାଷ୍ଟ୍ରପତି ନିର୍ବାଚନ । ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୟା ନାୟିଡ଼ୁଙ୍କ କାର୍ଯ୍ୟକାଳ ଅଗଷ୍ଟ ମାସରେ ଶେଷ…

ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ

କଟକ(ଆମ ଟିଭି): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ । ୨ ସପ୍ତାହ ପାଇଁ ଗୋବିନ୍ଦ ସାହୁକୁ ଅନ୍ତରୀ ଜାମିନ ପ୍ରଦାନ…

ଦୁବାଇରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍: ମଧ୍ୟପ୍ରାଚ୍ୟ ଓ ଓଡ଼ିଶା ମଧ୍ୟରେ ବଢିବ ଅର୍ଥନୀତିକ-ସାମାଜିକ ସମ୍ପର୍କ

ଭୁବନେଶ୍ୱର(ଆମ ଟିଭି): ଦୁବାଇରେ ଅନୁଷ୍ଠିତ ହୋଇଯାଇଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ । ମଧ୍ୟ ପ୍ରାଚ୍ୟର ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ସରିଲା ସର୍ବଦଳୀୟ ବୈଠକ, ଦିନକୁ ୬ ଘଣ୍ଟା ଚାଲିବ ଗୃହକାର୍ଯ୍ୟ

ଭୁବନେଶ୍ୱର(ଆମ ଟିଭି): ବିଧାନସଭା ଅଧିବେଶନ ପାଇଁ ସରିଲା ସର୍ବଦଳୀୟ ବୈଠକ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ହୋଇଥିଲା ସର୍ବଦଳୀୟ ବୈଠକ । ଏଥିରେ ବିରୋଧି ଦଳ ଉପନେତା…

ଜୀ ସାର୍ଥକରେ ରଥଯାତ୍ରାର ସିଧାପ୍ରସାରଣ ୧ ଜୁଲାଇରେ

ଭୁବନେଶ୍ୱର(ଆମ ଟିଭି): ଜୀ ସାର୍ଥକରେ ଆସନ୍ତା ଜୁଲାଇ ୧ ତାରିଖରେ ପବିତ୍ର ରଥଯାତ୍ରାର ସିଧାପ୍ରସାରଣ ହେବ । ସକାଳ ୬ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ସଂଧ୍ୟା ୫ଟା ଯାଏଁ ଚାଲିବ । ଘରେ…

ବ୍ୟାନ୍ ହେବ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ

ନୂଆଦିଲ୍ଲୀ(ଆମ ଟିଭି): ଜୁଲାଇ ୧ରୁ ଦେଶରେ ବ୍ୟାନ ହେବ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍। ପିଲାଙ୍କ କ୍ୟାଣ୍ଡି ହେଉ ବା ଅନ୍ୟ କୌଣସି ଜିନିଷର ପ୍ୟାକିଂ ପାଇଁ ହେଉ, ପ୍ଲାଷ୍ଟିକ୍ ଅନେକ ସାମଗ୍ରୀରେ…

ଆତ୍ମସମର୍ପଣ କଲେ ୬୦ ମାଓବାଦୀ

ମାଲକାନଗିରି(ଆମ ଟିଭି): ଆତ୍ମସମର୍ପଣ କଲେ ୬୦ ମାଓବାଦୀ। ଆନ୍ଧ୍ରପଦେଶର ଆଲୁଲି ସୀତାରାମାରାଜୁ ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ । ଏଥିରେ ୮ ଜଣ ମହିଳା ମଧ୍ୟ…

୩୧ ପ୍ରତିଶତ ରାଜ୍ୟସଭା ସାଂସଦଙ୍କ ନାଁରେ ରହିଛି ଅପରାଧିକ ମାମଲା

ନୂଆଦିଲ୍ଲୀ(ଆମ ଟିଭି): ଦେଶରେ ପ୍ରାୟ ୩୧ ପ୍ରତିଶତ ରାଜ୍ୟସଭା ସାଂସଦଙ୍କ ନାଁରେ ରହିଛି ଅପରାଧିକ ମାମଲା। ଏଡିଆର ନ୍ୟାସନାଲ ଇଲେକ୍ସନ୍ ୱାଚ୍ ଦ୍ୱାରା ଜାରି କରାଯାଇଥିବା ଏକ ରିପୋର୍ଟରୁ ଏଭଳି…

ଜିଓ ନିର୍ଦ୍ଦେଶକ ପଦରୁ ମୁକେଶ ଅମ୍ବାନୀଙ୍କ ଇସ୍ତଫା

ମୁମ୍ବାଇ: ତଥା ରିଲାଏନ୍ସ କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ପାନୀ ଜିଓ କମ୍ପାନୀରେ ବଡଧରଣର ପରିବର୍ତ୍ତନ କରିଛନ୍ତି  । ଜିଓ ନିର୍ଦ୍ଦେଶକ ପଦରୁ ଏସିଆ ମହାଦେଶ ଓ ଦେଶର ଦ୍ୱିତୀୟ ସବୁଠୁ ଧନୀ…