‘ଆମାଜନ୍‌’କରୁଛି ହିନ୍ଦୁ ବିରୋଧୀ କାର୍ଯ୍ୟକଳାପ, ସୋଶାଲ ମିଡିଆରେ ଟ୍ରେଣ୍ଡ କରୁଛି ‘ବୟକଟ ଆମାଜନ୍’

ନୂଆଦିଲ୍ଲୀ(ଆମ ଟିଭି): ‘ଆମାଜନ୍‌’ର ହିନ୍ଦୁ ବିରୋଧୀ କାର୍ଯ୍ୟକଳାପ। ସୋଶାଲ ମିଡିଆରେ ଟ୍ରେଣ୍ଡ କରୁଛି ‘ବୟକଟ ଆମାଜନ୍’। ପବିତ୍ର ଜନ୍ମାଷ୍ଟମୀ ଅବସରରେ ରାଧା-କୃଷ୍ଣଙ୍କ ଆପତ୍ତିଜନକ ଚିତ୍ର…

ଭୁଲ ପାଇଁ ଭିଡିଓ ଜାରିକରି ଓଡ଼ିଶାବାସୀଙ୍କୁ ମାଗିଲେ କ୍ଷମା ବାବୁସାନ, କହିଲେ-‘ଏପରି ଭୁଲ ଆଉ କେବେ ହେବନି

ଭୁବନେଶ୍ବର(ଆମ ଟିଭି): ଭୁଲ ପାଇଁ ଅନୁତାପ କଲେ ଓଲିଉଡ ଅଭିନେତା ବାବୁସାନ ମହାନ୍ତି । ଭିଡିଓ ଜାରି କରି ନିଜ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି ବାବୁସାନ । ଏକ ୩୬ ସେକେଣ୍ଡର ଭିଡିଓରେ ସେ…

ସ୍ଥଳଭାଗ ଛୁଇଁଲା ଗଭୀର ଅବପାତ: SRC

ଭୁବନେଶ୍ୱର (ଆମ ଟିଭି): ସାରା ରାଜ୍ୟରେ ଆରମ୍ଭ ହୋଇଯାଇଛି ବର୍ଷା । ବିଶେଷକରି ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ସେ ନେଇ ସତର୍କ କରାଇଛନ୍ତି ଏସଆରସି । ବଙ୍ଗୋପସାଗରରେ…

କଠିନ ସମୟ ଦେଇ ଗତି କରୁଛି ଦୁଇ ଦେଶର ସର୍ମ୍ପକ: ଏସ ଜୟଶଙ୍କର

ନୂଆଦିଲ୍ଲୀ (ଆମ ଟିଭି): ଚୀନକୁ ଭାରତର ଚେତାବନୀ । ଭାରତ-ଚୀନ ସର୍ମ୍ପକକୁ ନେଇ ବଡ ବୟାନ ରଖିଛନ୍ତି ଭାରତୀୟ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର । ଦୁଇ ଦେଶର ସର୍ମ୍ପକ କଠିନ ସ୍ଥିତି ଦେଇ ଗତି…

ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ(ଆମ ଟିଭି): ଖୁବଶୀଘ୍ର ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ । ଏଥିପାଇଁ ଭାରତୀୟ ରେଳବାଇ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଭାରତୀୟ ରେଳ ତରଫରୁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସର…

କୃଷକଙ୍କ ପାଇଁ ଖୁସି ଖବର: ୧୨ ଦିନ ମଧ୍ୟରେ ଆସିବ ପିଏମ କିଶାନ ଯୋଜନାର ଦ୍ୱାଦଶ କିସ୍ତି

ନୂଆଦିଲ୍ଲୀ (ଆମ ଟିଭି): କୃଷକମାନଙ୍କ ପାଇଁ ଖୁସି ଖବର । କୃଷକମାନଙ୍କ ପାଇଁ ସଞ୍ଚାଳିତ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ନୂତନ କିସ୍ତିକୁ ନେଇ ଆସିଛି ଏକ ବଡ ଖୁସି ଖବର ।…

କାହିଁକି ଅଭିନୟ ଛାଡ଼ି ସନ୍ୟାସୀ ହେଲେ ଏହି ଅଭିନେତ୍ରୀ ?

ମୁମ୍ବାଇ (ଆମ ଟିଭି): ଅଭିନୟ ଛାଡ଼ିଲେ, ସନ୍ୟାସ ନେଲେ । ଅଭିନୟ ଜଗତରେ ନିଜର ପାରଦର୍ଶିତା ଦେଖାଇବା ପରେ ଏବେ ଅଭିନୟରୁ ସନ୍ୟାସ ନେଇଛନ୍ତି ଏହି ଅଭିନେତ୍ରୀ । ୨୭ ବର୍ଷର ସଫଳ ଅଭିନୟ…

ଉତ୍ତର ଓଡ଼ିଶାରେ ଆସିବ ବନ୍ୟା ! : ୩ ନଦୀରେ ଆସିପାରେ ବନ୍ୟା

ଭୁବନେଶ୍ଵର (ଆମ ଟିଭି): ବାତ୍ୟା ପରେ ଆସୁଛି ବନ୍ୟା । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେବା ପେର ଏବେ ଆତଙ୍କିତ ତଳିଆ ଅଞ୍ଚଳ ଲୋକେ । ଉତ୍ତର-ପୂର୍ବ ଓ ପୂର୍ବ…

ମୁଣ୍ଡଳୀରେ କମୁଛି ଜଳସ୍ତର: SRC

ଭୁବନେଶ୍ୱର (ଆମ ଟିଭି): ସାରା ରାଜ୍ୟରେ ଜାରି ରହିଛି ଭୟଙ୍କର ବନ୍ୟା ସ୍ଥିତି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି ଶହ ଶହ ଲୋକ ।…

୬ ମାସ ଭିତରେ ଗଡିବ ଟିଏମସି ସରକାର: ଶୁଭେନ୍ଦୁ ଅଧିକାରୀ

କୋଲକାତା (ଆମ ଟିଭି): ଟିଏମସି ଉପରେ ବର୍ଷିଛନ୍ତି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ମହାରାଷ୍ଟ୍ର ମେଣ୍ଟ ସରକାର ଗଡ଼ିବା ପରେ ଏବେ ପଶ୍ଚିମବଙ୍ଗ ଟିଏମ୍ସିକୁ ସରକାର ଗଡ଼ିବା ନେଇ ଆଗୁଆ…