ଚଣ୍ଡିଗଡ଼ ଅନ୍ତର୍ଜାତୀୟ ବିମାନ ବନ୍ଦରର ନାଁ ବଦଳି ହେବ ସହିଦ ଭଗତ ସିଂହ ବିମାନ ବନ୍ଦର

ଚଣ୍ଡିଗଡ଼ (ଆମ ଟିଭି): ବଡ଼ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ଓ ହରିଆଣା ସରକାର । ଚଣ୍ଡିଗଡ଼ ଅନ୍ତର୍ଜାତୀୟ ଏୟାରପୋର୍ଟର ନାଁ ବଦଳାଇବାକୁ ଉଭୟ ରାଜ୍ୟର ସରକାର ସହମତି ହୋଇଛନ୍ତି। ଏହି…

କାଶ୍ମୀର ପ୍ରସଙ୍ଗ ଉଠାଇ ଏପରି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ(ଆମ ଟିଭି): ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ପୁଣି ଥରେ ଭାରତ ସହ ଶାନ୍ତି ନେଇ ବୟାନ ଦେଇଛନ୍ତି। ସେ…

ଓଏଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର (ଆମ ଟିଭି): ଓଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ବିଭାଗର ଅଧିକାରୀଙ୍କାର ବଦଳି କରାଯାଇଛି । ଯେଉଁଥିରେ ଅଛନ୍ତି,…

୨୭ରେ ହେବ ଏଏସଓ ଲିଖିତ ପରୀକ୍ଷା

ଭୁବନେଶ୍ୱର (ଆମ ଟିଭି): ଆସିଲା ଏସଓ ଲିଖିତ ପରୀକ୍ଷା ପାଇଁ ନୂଆ ତାରିଖ । ବନ୍ୟା ପାଇଁ ଏଏସଓ ପରୀକ୍ଷା ବାତିଲ କରାଯାଇଥିଲା । ତେବେ ଏହି ପରୀକ୍ଷା ଆଗାମୀ ୨୭ ତାରିଖରେ ହେବାକୁ ଥିବା ବେଳେ…

ରାଜୀବ ଗାନ୍ଧୀଙ୍କ ଜନ୍ମବାର୍ଷିକରେ ଭାବବିହ୍ୱଳ ହୋଇ ଏମିତି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଳୀ (ଆମ ଟିଭି): ଆଜି ଥିଲା ରାଜୀବ ଗାନ୍ଧୀଙ୍କ ଜନ୍ମବାର୍ଷିକ । ଜନ୍ମବାର୍ଷିକ ଅବସରରେ ଆଜି ଭାବବିହ୍ୱଳ ହୋଇଥିଲେ ତାଙ୍କ ପୁଆ ରାହୁଲ ଗାନ୍ଧୀ । ଆପଣ ଦେଖି ଥିବା ସବୁ ସ୍ୱପ୍ନକୁ ମୁଁ…

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ୨ ବିଜେଡି ସାଂସଦ

ନୂଆଦିଲ୍ଳୀ: (ଆମ ଟିଭି): ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେଡି ସାଂସଦ । ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଭେଟିଲେ ସାଂସଦ ପିନାକୀ ମିଶ୍ର ଏବଂ ସସ୍ମିତ ପାତ୍ର । ମୁଖ୍ୟମନ୍ତ୍ରୀ ନବୀନ…

ଚଳିତ ବର୍ଷ କଟକ ବାଲିଯାତ୍ରାକୁ ଗ୍ରୀନ୍ ସିଗନାଲ୍: ଶହେ ଏକର ଜାଗାରେ ୧୬ଶହ ଷ୍ଟଲ୍ ସହ ହେବ ବାଲିଯାତ୍ରା

କଟକ(ଆମ ଟିଭି): ଚଳିତ ବର୍ଷ କଟକ ବାଲିଯାତ୍ରାର କଳେବର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ସେଥିପାଇଁ ପ୍ରାୟ ଶହେ ଏକର ଜାଗା ଚିହ୍ନଟ କରାଯିବ । ଷ୍ଟଲ୍ ସଂଖ୍ୟା ପ୍ରାୟ ୧୬ ଶହ…

ସଂସଦୀୟ ବୋର୍ଡରୁ ବାଦ୍ ପଡ଼ିବା ପରେ ପ୍ରତିକ୍ରିୟା ରଖିଲେ ଶିବରାଜ, କହିଲେ ’ଦଳ ଦରି ବିଛାଇବାର କାମ ଦେଲେ ବି କରିବି’

ନୂଆଦିଲ୍ଳୀ(ଆମ ଟିଭି): ବିଜେପି ସଂସଦୀୟ ବୋର୍ଡରୁ ବାଦ ଦିଆଯିବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପ୍ରଥମ ଥର ପ୍ରତିକ୍ରିୟା ଆସିଛି। ସେ ଶନିବାର କହିଛନ୍ତି, ମୁଁ…

କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା: ଜନ୍ମାଷ୍ଟମୀରେ ବାରିମୂଳ ଆଶ୍ରମରେ ପୂଜା କଲେ ସାରଥୀ ଭକ୍ତ

କେନ୍ଦ୍ରାପଡା(ଆମ ଟିଭି): କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା। ଆତ୍ମଘୋଷିତ ବାବା ସାରଥୀଙ୍କୁ ଭୁଲି ପାରୁ ନାହାନ୍ତି ତାଙ୍କ ଭକ୍ତ। ଜନ୍ମାଷ୍ଟମୀ ସମୟରେ ସାରଥୀଙ୍କ ଆଣ୍ଠୁଅ ଗୋପାଳ ବେଶକୁ ଭାରି…

ଭାରତୀୟ ସେନାରେ ମହିଳା ଅଗ୍ନିବୀର ଭର୍ତ୍ତି ନେଇ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ(ଆମ ଟିଭି): ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ଆଗ୍ରହୀ ଥିବା ମହିଳାଙ୍କ ସକାଶେ ଏକ ବଡ଼ ଖବର। ଅଗ୍ନିପଥ ଯୋଜନା ମାଧ୍ୟମରେ ମହିଳା ଅଗ୍ନିବୀରମାନଙ୍କ ପାଇଁ ଆବେଦନ ପ୍ରକ୍ରିୟା…