ଆସୁଛି ଆଉ ଏକ ଲଘୁଚାପ: ଜାଣନ୍ତୁ କେବେ ?

ଭୁବନେଶ୍ୱର (ଆମ ଟିଭି): ଲଘୁଚାପ ଜନିତ ବର୍ଷା ସାରା ଓଡ଼ିଶାରେ ଜାରି ରହିଥିବା ବେଳେ ଏବେ ଆଉ ଏକ ଚିନ୍ତାଜନକ ଖବର ଆସିଛି। ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଆଜି…

ନୀତିଶଙ୍କ ବଡ଼ ଘୋଷଣା: ବିହାରରେ ମିଳିବ ୧୦ ଲକ୍ଷ ନିଯୁକ୍ତି

ପାଟଣା(ଆମ ଟିଭି): ସ୍ଵାଧୀନତା ଦିବସ ଅବସରରେ ବିହାର ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ବିହାରର ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର…

ପୃଥିବୀ ଠାରୁ ୧ ଲକ୍ଷ ୬ ହଜାର ଫୁଟ୍ ଉଚ୍ଚରେ ଉଡ଼ିଲା ତ୍ରିରଙ୍ଗା

ନୂଆଦିଲ୍ଲୀ (ଆମ ଟିଭି): ଆଜି ସାରା ଦେଶ ପାଳନ କରୁଛି  ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ। ଏହି ଉପଲକ୍ଷେ ସରକାର ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନ ଚଲାଇଛନ୍ତି। ଆଜାଦୀର ଅମୃତ…

ସକାଳେ ମୁକେଶ ଅମ୍ବାନୀଙ୍କୁ ଧମକ ଦେଇଥିଲେ, ସଂଧ୍ୟାରେ ଗିରଫ ହେଲେ

ମୁମ୍ବାଇ (ଆମ ଟିଭି): ଭାରତର ଜଣେ ବିଶିଷ୍ଟ ଶିଳ୍ପପତି ମୁକେଶ ଆମ୍ବାନୀ ଓ ତାଙ୍କ ପରିବାରକୁ ଆଜି ସକାଳେ ମୃତ୍ୟୁ ଧମକ ଅସିଥିଲା। ଏହି ଅଭିଯୋଗ ହେବାପରେ ଆଜି ଜଣେ ବ୍ୟକ୍ତିଙ୍କୁ ମୁମ୍ବାଇ…

ଭାରତର ଓମିକ୍ରନ୍ ଭ୍ୟାକ୍ସିନକୁ ଅନୁମତି ଦେଲା ବ୍ରିଟେନ୍

ଲଣ୍ଡନ(ଆମ ଟିଭି): ବିଦେଶରେ ଚମକିଲା ଭାରତର ଭାକ୍ସିନ। କରୋନା ର ନୂଆ ଭ୍ୟାରିଏଣ୍ଟ ବିରୋଧରେ ପ୍ରଥମ ଟିକାକୁ ଅନୁମତି ଦେଲା ଗ୍ରେଟ ବ୍ରିଟେନ। ବିଶ୍ୱର ପ୍ରଥମ ଦେଶ ଭାବେ ବ୍ରିଟେନ୍ ଓମିକ୍ରନ…

ସ୍ବାଧୀନତା ଦିବସରେ OLA ଲଞ୍ଚ କଲା ତାର ପ୍ରଥମ ଇଲେକ୍ଟ୍ରିକ କାର୍

ନୂଆଦିଲ୍ଲୀ (ଆମ ଟିଭି): ସ୍ଵାଧୀନତା ଦିବସ ଅବସରରେ ଓଲା ଏକ ବଡ଼ ଘୋଷଣା କରିଛି।  ଓଲା ନିଜର ପ୍ରଥମ ଇଲେକ୍ଟ୍ରିକ୍ କାର୍ ର ଏକ ଝଲକ ଦୁନିଆକୁ ଦେଖାଇଛି । ଏହା ସହ କମ୍ପାନୀ ନୂଆ ସ୍କୁଟର ଓଲା…

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବାରୁ ୨୦୦ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଗିରଫ କଲା ପୁଲିସ

ଲୁଧିଆନା(ଆମ ଟିଭି): ପଞ୍ଜାବ ସରକାର ବିରୋଧରେ ପ୍ରଦର୍ଶନ କରୁଥିବା ୨୦୦ ସହାୟକ ପ୍ରଫେସରକୁ ଗିରଫ କଲା ପୁଲିସ। ସ୍ୱାଧୀନତାର ୭୫ ତମ ବର୍ଷ ପୂର୍ତ୍ତି ଅବସରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ…

ଆସନ୍ତାକାଲି ନିତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, କେଉଁ ଦଳକୁ କେତେ ମିଳିବ ମନ୍ତ୍ରୀ ପଦ ଜାଣନ୍ତୁ…

ପାଟନା(ଆମ ଟିଭି): ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୧୬ ରେ ବିହାରରେ ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ସୂଚନା ଅନୁସାରେ ମଙ୍ଗଳବାର ୩୧ ଜଣ ମନ୍ତ୍ରୀ ଶପଥ ନେବେ। ଏମାନଙ୍କ ମଧ୍ୟରେ…

ରଙ୍ଗେଇଲୁଣ୍ଡାରେ ପ୍ରଦୀପ ପାଣିଗ୍ରାହୀ ହଟହଟା, ପତାକା ଉଡ଼ାଇ ନପାରି ଫେରିଗଲେ ବିଧାୟକ

ଗୋପାଳପୁର(ଆମ ଟିଭି): ରଙ୍ଗେଇଲୁଣ୍ଡାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିରୋଧ । ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ପଞ୍ଚାୟତର କମଳାପୁରରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ…

ମୋଦି ସରକାର ଇତିହାସର ପୁନଃରଚନା କରିବା ଦିଗରେ ନୁହେଁ ବରଂ ଶ୍ରୀବୃଦ୍ଧି କରିବାକୁ ଚାହୁଁଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ଆମ ଟିଭି) : ରବିବାର ଭୁବନେଶ୍ୱର ରେଳ ଷ୍ଟେସନରେ “ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଆୟୋଜିତ ହୋଇଯାଇଛି । ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକ…