ଦରଦାମ ବୃଦ୍ଧି ପ୍ରତିବାଦରେ ପୁଣି ଗର୍ଜିବ କଂଗ୍ରେସ

ନୂଆଦିଲ୍ଲୀ(ଆମ ଟିଭି): ଦରଦାମ ବୃଦ୍ଧି ପ୍ରତିବାଦରେ ପୁଣି ଥରେ ରାଜରାସ୍ତାରେ ଗର୍ଜନ କରିବ କଂଗ୍ରେସ। ଦରଦାମ ବୃଦ୍ଧି ନେଇ ସର୍ବଭାରତୀୟ ସ୍ତରରେ ପ୍ରତିବାଦ କରିବା ପାଇଁ ଅଗଷ୍ଟ ୨୮ ତାରିଖରେ…

ଭାରତର ଓ୍ବାରେନ ବଫେଟ୍ ରାକେଶ ଝୁନଝୁନଓ୍ବାଲାଙ୍କ ପରଲୋକ

ନୂଆଦିଲ୍ଲୀ (ଆମ ଟିଭି): ବିଶିଷ୍ଟ ବ୍ୟବସାୟୀ ତଥା ଭାରତର ଓ୍ବାରେନ ବଫେଟ୍ ରାକେଶ ଝୁନଝୁନଓ୍ବାଲାଙ୍କ ପରଲୋକ । ୬୨ ବର୍ଷ ବୟସରେ ଶେନ ନିଶ୍ବାସ ତ୍ୟାଗ କରିଛନ୍ତି ଷ୍ଟକ୍ ମାର୍କେଟର ଜିଆଣ୍ଟସ୍‌…

ମମତାଙ୍କୁ ବଦନାମ କଲେ ଆମେ ମାଡ ମାରିବୁ: ଟିଏମସି ବିଧାୟକ

କୋଲକାତା(ଆମ ଟିଭି): ଆମର ନେତ୍ରୀ ମମତା ବାନାର୍ଜୀଙ୍କୁ ବଦନାମ କଲେ ଆମେ ମାଡ ମାରିବୁ | ପଶ୍ଚିମବଙ୍ଗରେ ଦୁର୍ନୀତି ପ୍ରସଙ୍ଗରେ ବିଜେପି ଲଗାତାର ଟିଏମସି(ତୃଣମୂଳ କଂଗ୍ରେସ) ନେତାଙ୍କ ଉପରେ…

ପୁଣି ଶ୍ରୀମନ୍ଦିର ପରିସରରେ ଅଭାବନୀୟ ଘଟଣା: ଶ୍ରୀମନ୍ଦିର ଉପରେ ଚଢ଼ିଲା ଯୁବକ

ପୁରୀ(ଆମ ଟିଭି): ପୁରୀ ଶ୍ରୀମନ୍ଦିର ପରିସରରେ ଏକ ଅଭାବନୀୟ ଘଟଣା । ପୁଣି ଶ୍ରୀମନ୍ଦିର ଉପରେ ଚଢ଼ିଲେ ଜଣେ ଯୁବକ। ଯୁବକ ଘଣ୍ଟି ଦ୍ୱାର ଦେଇ ନାଟମଣ୍ଡପ ଉପରେ ଚଢ଼ିଲେ। ଚୁନରା ତାଙ୍କୁ ଉଦ୍ଧାର…

ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳରେ ବିଭାଗ ଭାଗ ବଣ୍ଟା: ଦେବେନ୍ଦ୍ର ଫଡନାଭିସଙ୍କୁ ଗୃହ ଓ ଅର୍ଥ ବିଭାଗ

ମୁମ୍ବାଇ(ଆମ ଟିଭି): ଲମ୍ବା ସମୟ ଅପେକ୍ଷା ପରେ ଏବେ ସିନେ୍ଧ ସରକାରରେ ମନ୍ତ୍ରୀ ମଣ୍ଡଳ ବଣ୍ଟା ହୋଇଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଧଙ୍କୁ ଏମଆରଡିସି ଓ ସହରୀ ବିକାଶ ବିଭାଗର ଦାୟିତ୍ୱ…

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: ଏଣିକି କିଶୋରୀଙ୍କୁ କ୍ୟାନସର ଟିକା

ଭୁବନେଶ୍ବର(ଆମ ଟିଭି): କିଶୋରୀଙ୍କୁ କ୍ୟାନସରରୁ ରକ୍ଷା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର କିଶୋରୀଙ୍କୁ ମିଳିବ କ୍ୟାନସର ସୁରକ୍ଷା କବଚ । ୯ରୁ ୧୩ ବର୍ଷୀୟ…

ପ୍ରବଳ ବର୍ଷା ଓ ଆସନ୍ନ ବନ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ଅଗ୍ନିଶମ ବିଭାଗର ଛୁଟି ବାତିଲକଲେ ସରକାର

ଭୁବନେଶ୍ବର(ଆମ ଟିଭି): ପ୍ରବଳ ବର୍ଷା ଓ ଆସନ୍ନ ବନ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ଅଗ୍ନିଶମ ବିଭାଗର ଛୁଟି ବାତିଲକଲେ ସରକାର । ଏହି ସୂଚନା ଦେଇଛନ୍ତି ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ…

ରାଜ୍ୟ କଂଗ୍ରେସରେ ମୋକିମ-ଶରତ ମଧ୍ୟରେ ଶୀତଳ ଯୁଦ୍ଧ

ଭୁବନେଶ୍ବର(ଆମ ଟିଭି): ରାଜ୍ୟ କଂଗ୍ରେସରେ ଜାରି ରହିଛି ଶୀତଳ ଯୁଦ୍ଧ। ବଢୁଛି ପିସିସି ସଭାପତି ଓ ମହମ୍ମଦ ମୋକିମଙ୍କ ମଧ୍ୟରେ ବିବାଦ । ଗତକାଲି କଟକ ନଗର ଜିଲ୍ଲା କଂଗ୍ରେସ କମିଟି ସଭାପତି…

ପଡ଼ୋଶୀଙ୍କ ବିରୋଧରେ କୋର୍ଟ ଗଲେ ବଲିଉଡ ଷ୍ଟାର ସଲମାନ

ମୁମ୍ବାଇ(ଆମ ଟିଭି): ଜଣେ ପଡୋଶୀଙ୍କ ପାଇଁ ବଲିଉଡ ଷ୍ଟାର ସଲମାନ ଖାନଙ୍କୁ କୋର୍ଟର ଚକ୍କର ଲଗାଇବାକୁ ପଡୁଛି । ଆଉ ଏହି ପଡୋଶୀ ଜଣଙ୍କ ହେଉଛନ୍ତି କେତନ କକ୍କଡ । ଯିଏ କି ସଲମାନଙ୍କ ପନଭେଲ…

ସମୀର ୱାଙ୍ଖଡେଙ୍କୁ କ୍ଲିନଚିଟ୍

ନୂଆଦିଲ୍ଲୀ (ଆମ ଟିଭି): ସମୀର ୱାଙ୍ଖଡେଙ୍କୁ କ୍ଲିନ୍ ଚିଟ୍ । ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବିର ପୂର୍ବ ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କୁ ଜାତିଗତ ଜାଲିଆତି ମାମଲାରେ…