ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ଡ଼. ପ୍ରବୀଣ ଭାଇ ତୋଗାଡ଼ିଆଙ୍କ ସମ୍ମାଦିକ ସମ୍ମିଳନୀ

ଭୁବନେଶ୍ୱର (ଆମ ଟିଭି): ଓଡିଶାରେ ଛୋଟ ବଡ଼ ସମସ୍ତ ହିନ୍ଦୁ ସଂଗଠନ ମିଳିତ ଭାବେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ମଞ୍ଚରେ ଜଡିତ ହୋଇ ଗୋ ହତ୍ୟା ରୋକିବାକୁ କାମ କରିବେ। ଆବଶ୍ୟକ ଆଇନଗତ…

“ଚ୍ୟାଲେଞ୍ଜ” ଟିମ୍ ତରଫରୁ ପ୍ରଚାର ଆରମ୍ଭ, ଦଶହରାରେ ଶୁଭମୁକ୍ତି, ଟ୍ରେଣ୍ଡିଂରେ ଭାଙ୍ଗ ଗୀତ

ଭୁବନେଶ୍ଵର (ଆମ ଟିଭି): ଦଶହରାରେ ମୁକ୍ତିଲାଭ କରିବାକୁ ଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର "ଚ୍ୟାଲେଞ୍ଜ" ଟିମ୍ ଅଗ୍ରପୂଜ୍ୟ ଗଣେଶଙ୍କ ଆଶୀର୍ବାଦ ନେଇ ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ଆରମ୍ଭ…

ଅକ୍ଟୋବର ୭ରୁ ହବିଷ ବ୍ରତ ଆରମ୍ଭ, ଚଳିତ ବର୍ଷ ଅନଲାଇନ ମାଧ୍ୟମରେ ହେବ ପଞ୍ଜିକରଣ ବ୍ୟବସ୍ଥା

ପୁରୀ (ଆମ ଟିଭି): ଅକ୍ଟୋବର ୭ରୁ ହବିଷ ବ୍ରତ। ମାସେ ଧରି ବ୍ରତ ପାଳନ କରିବେ ହବିଷ୍ଯାଳୀ । ସୁଚାରୁ ରୂପେ ପରିଚାଳନା ପାଇଁ ପୁରୀ ସର୍କିଟ୍ ହାଉସରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି…

ଚୀନର ଶକ୍ତି ପ୍ରଦର୍ଶନ ପରେ ଚିନ୍ତାରେ ଆମେରିକା: ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ହ୍ବାଇଟ୍ ହାଉସ ଜାରି…

ନୂଆଦିଲ୍ଲୀ (ଆମ ଟିଭି): ଆବଶ୍ୟକ ହେଲେ ଚୀନ୍ ଏବଂ ରୁଷକୁ ପ୍ରତିହତ କରିବା ପାଇଁ ପ୍ରସ୍ତୁତ ରହିବା ଲାଗି ପେଣ୍ଟାଗନ୍‌କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିର୍ଦ୍ଦେଶ ଦେଇଛନ୍ତି।…

ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର; ଏମ୍‌ସକୁ କରାଗଲା ସ୍ଥାନାନ୍ତର

ଭୁବନେଶ୍ୱର (ଆମ ଟିଭି):  ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର । ଆଜି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟଧିକ ଗୁରୁତର ହେବାରୁ ତାଙ୍କୁ…

ବେଆଇନ ଖଣି ଖନନ ମାମଲା; ଓଡ଼ିଶା ସରକାରଙ୍କ ଉପରେ ଏନଜିଟିର ଜରିମାନା

ଭୁବନେଶ୍ବର (ଆମ ଟିଭି): ବେଆଇନ ଖଣି ଖନନ ମାମଲାରେ ରିପୋର୍ଟ ଦାଖଲ ନକରିବା କାରଣରୁ ନ୍ୟାସନାଲ୍ ଗ୍ରୀନ ଟ୍ରିବ୍ୟୁନାଲ (ଏନର୍ଜିଟି) ଓଡ଼ିଶା ସରକାରଙ୍କ ଉପରେ ଲଗାଇଛି ଜରିମାନା । ବାରମ୍ବାର…

ଫେରିବ ମହାପ୍ରଭୁଙ୍କ ଭୂସଂପତ୍ତି: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର(ଆମ ଟିଭି): ଖୁବ ଶୀଘ୍ର ଫେରିବ ମହାପ୍ରଭୁଙ୍କ ଭୂ-ସମ୍ପତ୍ତି । ମହାପ୍ରଭୁଙ୍କ ଭୂ-ସମ୍ପତ୍ତି ଫେରାଇ ଆଣିବାକୁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ଆଇନ…

ଜୀ ସାର୍ଥକ ପ୍ରସ୍ତୁତ “ଓଡ଼ିଶାର ବେଷ୍ଟ ସିନେ ଷ୍ଟାରର ଖୋଜ୍” ମଞ୍ଚରେ ଅତିଥି ବିଚାରକ ଭାବେ ମୁମ୍ବାଇର…

ଭୁବେନଶ୍ୱର (ଆମ ଟିଭି): ଜୀ ସାର୍ଥକରେ ପ୍ରସାରିତ ହେଉଥିବା ଓଡିଶାର ବଡ଼ ରିୟାଲିଟି ଶୋ' "ଓଡ଼ିଶାର ବେଷ୍ଟ ସିନେ ଷ୍ଟାରର ଖୋଜ୍" ମଞ୍ଚରେ ମୁମ୍ବାଇ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବରିଷ୍ଠ…

ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା: ଛାତ୍ରବାସ ଫାଟକରେ ଝୁଲିଲା ତାଲା

ଭୁବନେଶ୍ୱର (ଆମ ଟିଭି):  ଉଚ୍ଚ ଶିକ୍ଷା ପାଇଁ ରାଜ୍ୟର ଅନ୍ୟତମ ଶିକ୍ଷାର ମନ୍ଦିର ‘ଉତ୍କଳ ବିଶ୍ବବିଦ୍ୟାଳୟ’ରେ ଆଜି ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି। ଏଠାରେ ଅଣଛାତ୍ରମାନେ…

ଆଉଟସୋର୍ସ କର୍ମଚାରୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଲେ ଯୋଗୀ ସରକାର

ଲକ୍ଷ୍ନୌ (ଆମ ଟିଭି): ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଆଉଟସୋର୍ସ କର୍ମଚାରୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ, ଆଉଟସୋର୍ସ…