ଓଡ଼ିଆ ଚଳଚ୍ଚିତ୍ର ଚ୍ୟାଲେଞ୍ଜ ଟିମ୍ ଅଗ୍ରପୂଜ୍ୟ ଗଣେଶଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କଲେ*

ଦଶହରାରେ ମୁକ୍ତିଲାଭ କରିବାକୁ ଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର ଚ୍ୟାଲେଞ୍ଜ ଟିମ୍ ଅଗ୍ରପୂଜ୍ୟ ଗଣେଶଙ୍କ ଆଶୀର୍ବାଦ ନେଇ ଚଳଚ୍ଚିତ୍ରର ପ୍ରଚାର ଆରମ୍ଭ କରିଛନ୍ତି। ଏହି ଅବସରରେ ଚଳଚ୍ଚିତ୍ରର ନାୟକ…

ରାଜଧାନୀରେ ପ୍ରତିଷ୍ଠା ହେବ ଡପଲର ରାଡାର ସିଷ୍ଟମ

ରାଜଧାନୀରେ ଡପଲର ରାଡାର ସିଷ୍ଟମ ପ୍ରତିଷ୍ଠା ହେବା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଖୁବଶୀଘ୍ର ବାଲେଶ୍ଵର ଓ ସମ୍ବଲପୁରରେ ରାଡାର ସିଷ୍ଟମ କାର୍ଯ୍ୟକ୍ଷମ ହେବ ।…

ସେପ୍ଟେମ୍ବରରେ ଓଡ଼ିଶାର ଏସବୁ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଚଳିତ ସେପ୍ଟେମ୍ବର ମାସରେ ଓଡ଼ିଶାରେ ସାଧାରଣ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା…

ଭାରତରେ ନିର୍ମାଣ ହେବ ଏସ୍‌ୟୁ -୫୭ : ଋଷ କରିବ ଭାରତରେ ନିବେଶ

ଋଷ ଭାରତରେ ତା’ର ଅତ୍ୟାଧୁନିକ ପଞ୍ଚମ ପିଢ଼ିର ଏସୟୁ-୫୭ ଯୁଦ୍ଧବିମାନ ଉତ୍ପାଦନ ପାଇଁ ନିବେଶ କରିବ । ରିପୋର୍ଟ ଅନୁସାରେ, ଭାରତ ଓ ଋଷିଆ ମଧ୍ୟରେ ବଢୁଥିବା ରଣନୈତିକ ସହଯୋଗ ମଧ୍ୟରେ ଏହି…

ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ପ୍ରତି ଅଶାଳୀନ ଟିପ୍ପଣୀ ଦେବା ଘଟଣା: ୪ରେ ବିହାର ବନ୍ଦ ଡାକରା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା'ଙ୍କ ପ୍ରତି ଦିଆଯାଇଥିବା ଅଶାଳୀନ ଟିପ୍ପଣୀର ତୀବ୍ର ପ୍ରତିବାଦ କରି ଏନଡିଏ ବିହାର ବନ୍ଦ ଡାକରା ଦେଇଛି । ମଙ୍ଗଳବାର ପାଟନାରେ ଆୟୋଜିତ ଏକ ମିଳିତ…

ପିସି ବ୍ରିଜ୍ ତଳୁ ଉଦ୍ଧାର ହେଲା ଭିସୁଟ୍ ଛାତ୍ରଙ୍କ ମୃତଦେହ

ସମ୍ବଲପୁର (ଆମ ଟିଭି):  ସମ୍ବଲପୁର ବୁର୍ଲା ଭିସୁଟ୍ ଛାତ୍ରଙ୍କ ମୃତଦେହ ଉଦ୍ଧାର । ପିସି ବ୍ରିଜ୍ ତଳୁ ଉଦ୍ଧାର ହେଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ପଢୁଥିବା…

ସୃଷ୍ଟି ହେଲା ଲଘୁଚାପ; ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ କିଛି ଦିନ ହେବ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ସକ୍ରିୟ ଘୂର୍ଣ୍ଣିବଳୟ…

ଚାରିବର୍ଷରେ ଓଡ଼ିଶାର ରପ୍ତାନି ୪୦%ରୁ ଅଧିକ ହ୍ରାସ

ଭୁବନେଶ୍ୱର (ଆମ ଟିଭି):  ପରିବର୍ତ୍ତିତ ଭୌଗୋଳିକ ରାଜନୈତିକ ପରିସ୍ଥିତି ମଧ୍ୟରେ, ଏହି ସପ୍ତାହରେ ଆମେରିକା ଭାରତରୁ ଆସୁଥିବା ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପୂର୍ବରୁ…

ସୁପ୍ରିମକୋର୍ଟଙ୍କ TET ରାୟକୁ ନେଇ ତର୍ଜମା କରିବେ ସରକାର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର (ଆମ ଟିଭି): ସୁପ୍ରିମକୋର୍ଟଙ୍କ TET ରାୟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ସୁପ୍ରିମକୋର୍ଟଙ୍କ TET ରାୟକୁ…

ରୁଷକୁ ଧମକ ଦେଲେ ଟ୍ରମ୍ପ, ଯୁଦ୍ଧ ବନ୍ଦ ନ କଲେ ଲାଗିବ ଅଧିକ ଟାରିଫ

ନୂଆଦିଲ୍ଲୀ (ଆମ ଟିଭି): ରୁଷକୁ ଟ୍ରମ୍ପଙ୍କ ଧମକ । ତୁରନ୍ତ ୟୁକ୍ରେନ ଯୁଦ୍ଧ ବନ୍ଦ ନ କଲେ ଅଧିକ ଟାରିଫ ଲଗାଇବାକୁ ଆମେରିକାର ଚେତାବନୀ ।  ଆମେରିକା ଟ୍ରେଜେରି ସେକ୍ରେଟାରି ସ୍କଟ ବେସେଣ୍ଟ…