୨୨ରେ ବିବାହ ବନ୍ଧନରେ ବାନ୍ଧି ହେବେ ପିଭି ସିନ୍ଧୁ, ଭେଙ୍କଟ ଦତ୍ତ ସାଇଙ୍କ ସହ ନେବେ ସାତଫେରା ‌

ନୂଆଦିଲ୍ଲୀ (ଆମ ଟିଭି): ଦୁଇ ଥର ଅଲିମ୍ପିକ୍ସ ପଦକ ବିଜେତା ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଆସନ୍ତା  ୨୨ ତାରିଖରେ ବିବାହ ବନ୍ଧନରେ ବାନ୍ଧି ବେହାକୁ ଯାଉଛନ୍ତି । ସେ  ହାଇଦ୍ରାବାଦର…

ବାଂଲାଦେଶରେ ଶାନ୍ତି ଫେରାଇବା ପାଇଁ ଜାତିସଂଘର ସହାୟତା ନେଉ କେନ୍ଦ୍ର

କୋଲକାତା (ଆମ ଟିଭି): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବାଂଲାଦେଶର ସାମ୍ପ୍ରତିକ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ବାଂଲାଦେଶରେ ଶାନ୍ତି ଫେରାଇ ଆଣିବା ପାଇଁ…

ବିଜେଡିର ପୋଲାଭରମ ପ୍ରକଳ୍ପକୁ ବିରୋଧ; ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯିବ ବିଜେଡି ଟିମ୍

ଭୁବନେଶ୍ବର (ଆମ ଟିଭି) : ପୋଲାଭରମ ପ୍ରକଳ୍ପ ହେଲେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ପ୍ରାୟ ୨୦୦ରୁ ଅଧିକ ଗ୍ରାମ ଜଳମଗ୍ନ ହେବ ଓ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରି ଏହି ପ୍ରକଳ୍ପ କାମ ଆଗକୁ…

ଆଜିଠୁ ୫ ଦିନିଆ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର (ଆମ ଟିଭି) : ଆଜିଠୁ ୫ ଦିନିଆ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୭ ତାରିଖ ପର୍ଯ୍ୟନ୍ତ ତାଙ୍କର ଏହି ଗସ୍ତକାଳରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ…

ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ’ ଗଠନ ପାଇଁ ଟାସ୍କ ଫୋର୍ସ

‘ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ’ ଗଠନ କରିବା ପାଇଁ ରାଜ୍ୟ ସରକାର ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଆଜି ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସାମାଜିକ…

ଓଡ଼ିଶାରେ ପହଞ୍ଚିଲା ଉତ୍ତରପ୍ରଦେଶ ଆଳୁ ଗାଡ଼ି: ଏଣିକି କମିବ ରେଟ

ଭୁବନେଶ୍ୱର ଓଡ଼ିଶାରେ ପହଞ୍ଚିଲା ଉତ୍ତରପ୍ରଦେଶ ଆଳୁ ଗାଡ଼ି। ଭୁବନେଶ୍ବର ଆଇଗିଣିଆ ଗୋଦାମରେ ୧୦ ଟ୍ରକ ଆଳୁ ଗାଡ଼ି ପହଞ୍ଚିଛି। ଆହୁରି ଗାଡ଼ି ପହଞ୍ଚିବା ନେଇ ବ୍ୟବସାୟୀ ମହାସଂଘ ମହାସଚିବ…

ଜୀ ସାର୍ଥକ ଏବେ ପହଞ୍ଚିବ ଆପଣଙ୍କ ସହର, ଆପଣଙ୍କ ପାଖକୁ

ଭୁବନେଶ୍ବର (ଆମ ଟିଭି) : ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିଆଗରେ ରଖି ଭେଟିଦିଏ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ…

ଆସନ୍ତା ବର୍ଷ ଭାରତ ଆସିବେ ରୁଷିଆ ରାଷ୍ଟ୍ରପତି

ଆସନ୍ତା ବର୍ଷ ଆରମ୍ଭରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତ କରିବେ। ତେବେ ପୁଟିନଙ୍କ ଗସ୍ତ ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ। ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଅପରାହ୍ନ ୪ଟାରେ ମୋଦି ଦେଖିବେ ‘ଦ ସାବରମତି ରିପୋର୍ଟ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅପରାହ୍ନ ୪ଟାରେ ବିକ୍ରାନ୍ତ ମେସିଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦ ସାବରମତି ରିପୋର୍ଟ’ ଦେଖିବେ। ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ରଟି ନ୍ୟାୟ ବ୍ୟବସ୍ଥା,…

ଆପରେ ଯୋଗଦେଲେ ବିଶିଷ୍ଟ ଶିକ୍ଷକ ଅବଧ ଓଝା

ବିଧାନସଭା ନିର୍ବାଚନ ମାହୋଲ ମଧ୍ୟରେ ଆପର ଶକ୍ତି ଦୃଢ ହୋଇଛି। ବିଶିଷ୍ଟ ଶିକ୍ଷକ ଅବଧ ଓଝା ଦଳରେ ଯୋଗ ଦେଇଛନ୍ତି। ଆଜି ସେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ମନିଷ ସିସୋଦିଆଙ୍କ…