ଆଓ ନେକ୍ସ୍ଟ ଓ.ଟି.ଟି ପ୍ଲାଟଫର୍ମରେ ଅକ୍ଟୋବର ୧୫ରେ ଷ୍ଟ୍ରିମିଂ ହେବ “ଦମନ”* 

ଦୀର୍ଘ ବର୍ଷର ନୀରବତା ପରେ ଓଡିଶା ମାଟିର ଏକ ମୌଳିକ କାହାଣୀ କୁ ନେଇ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର "ଦମନ" ଓଡିଶା ଚଳଚ୍ଚିତ୍ର ଜଗତ ପାଇଁ ପରିବର୍ତ୍ତନ ସୂତ୍ରଧର ସାଜିଥିଲା l ସୁପର…

ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ୧୬ରେ ଶପଥ ଗ୍ରହଣ କରିବେ ଓମାର ଅବଦୁଲ୍ଲା

ଜମ୍ମୁ-କଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଓମାର ଅବଦୁଲ୍ଲା ୧୬ ଅକ୍ଟୋବରରେ ଶପଥ ଗ୍ରହଣ କରିବେ। ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନା ଶପଥ ସମାରୋହ ପାଇଁ ଅକ୍ଟୋବର ୧୬ ପୂର୍ବାହ୍ନ ୧୧.୩୦ ସମୟ…

ଜଗତସିଂହପୁର ଜିଲ୍ଲାରେ ରାବଣ କିଏ ?

ଜଗତସିଂହପୁର ଜିଲ୍ଲାରେ ରାବଣ କିଏ? ଜିଲ୍ଲାରେ ମହିଷାସୁର କିଏ? କାହାକୁ ଆକ୍ଷେପ କରି ଏପରି କହିଲେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ? ପାରାଦୀପରେ ଶିଳ୍ପମନ୍ତ୍ରୀଙ୍କ ରାବଣ ଉପାଖ୍ୟାନ…

ଅମରଙ୍କୁ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା, କହୁକହୁ କହିଦେଲେ ଗ୍ରହଣ କରିବେ

ଭୁବନେଶ୍ୱର,୧୪।୧୦: ଅମର ଶତପଥୀଙ୍କୁ ନେଇ ଭାଜପା ଏମ୍‌ପି ପ୍ରତାପ ଷଡ଼ଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଶୀର୍ଷ ନେତୃତ୍ୱ ସ୍ଥିର କରିବେ ଅମରଙ୍କୁ ଗ୍ରହଣ କରିବେ କି ନାହିଁ।…

ଅନିଦ୍ଦିଷ୍ଟକାଳ ଯାଏଁ ସବୁ ଫିଲ୍ମର ସୁଟିଂ, ମିଟିଂ ଏବଂ ଟେଲିଭିଜନ୍ ଶୋ’ ବାତିଲ କଲେ ସଲମାନ୍ ଖାନ

ବାବା ସିଦ୍ଧିକିଙ୍କୁ ହତ୍ୟା ପରେ ଉଡ଼ି ଯାଇଛି ଭାଇଜାନ୍ ସଲମାନଙ୍କ ନିଦ। ଅନିଦ୍ଦିଷ୍ଟକାଳ ଯାଏଁ ସବୁ ଫିଲ୍ମର ସୁଟିଂ, ମିଟିଂ ଏବଂ ଟେଲିଭିଜନ୍ ଶୋ’ ବାତିଲ କରିଛନ୍ତି ସଲମାନ୍ ଖାନ।…

ବିଜେଡିରେ ବୟାନ ବାଜି, ଲେନିନ୍‌ଙ୍କ ବୟାନ ପରେ ନିଜକୁ ସ୍ୱାଧୀନ କହିଲେ ଅମର

ବଢ଼ିଲା ବିଜେଡି କନ୍ଦଳ। ଅମରଙ୍କୁ ବିଜେଡି ଛାଡ଼ି ପଳାଇବାକୁ କହିଲେ ଲେନିନ୍‌ ମହାନ୍ତି। ବରିଷ୍ଠ ନେତା ଅମର ଶତପଥିଙ୍କ ବିସ୍ଫୋରକ ବୟାନ ପରେ ଲେନିନ୍‌ ଅମରଙ୍କୁ ଏପରି କହିଛନ୍ତି। ଦୁଇଦିନ ତଳେ…

ଗୁହାଳ ସଫା କଲେ ଏବଂ ଗୁହାଳେ ଶୋଇବା ଦ୍ୱାରା କ୍ୟାନସରରୁ ମିଳିବ ମୁକ୍ତି !

ଗୁହାଳ ସଫା କଲେ ଏବଂ ଗୁହାଳେ ଶୋଇବା ଦ୍ୱାରା କ୍ୟାନସର ଭଳି ଦୂରାରୋଗ୍ୟ ଦୂର ହୋଇପାରେ। ଏକଥା ଆମେ କହୁନୁ, ଉତ୍ତରପ୍ରଦେଶର ମନ୍ତ୍ରୀ ସଞ୍ଜୟ ସିଂହ ଗଙ୍ଗୱାର ଦାବି କରିଛନ୍ତି। ଗାଈମାନେ…

ରାଜଧାନୀରେ ବାଣଫୁଟା ମନା, କଟକଣା ଜାରିକଲେ ସରକାର

ରାଜଧାନୀ ଦିଲ୍ଲୀ ଏନ୍‌ସିଆର୍‌ରେ ବାଣ ପ୍ରସ୍ତୁତି ସହ ବିକ୍ରି ଓ ଫୁଟାଇବା ମନା। ୨୦୨୫ ଜାନୁଆରୀ ୧ ଯାଏ କଟକଣା ଜାରି କରିଛନ୍ତି ସରକାର। ଅନ୍‌ଲାଇନ୍‌ ବିକ୍ରି ଉପରେ ମଧ୍ୟ କଟକଣା ଲଗାଇଛନ୍ତି…

ବଢୁଛି ବିଜେଡି କଳି ! ନବୀନ ହେବେ କି ସଂକଟମୋଚକ ?

ଭୁବନେଶ୍ବର (ଆମ ଟିଭି): ପରାଜୟ ପରଠୁ ବିଜେଡିରେ କଳି ବଢିବାରେ ଲାଗିଛି। କ୍ଷମତାରେ ଥିବା ବେଳେ ମୁହଁ ଖୋଲୁନଥିବା ନେତା ଏବେ ସିଧାସଳଖ ଜବାବ ମାଗିଲେଣି । ବରିଷ୍ଠ ନେତା ଅମର ଶତପଥୀ ପରାଜୟର…

ବଡ଼ ଖବର; ଟୋଲ୍ ଗେଟ୍ ଟ୍ୟାକ୍ସ ଛାଡ଼ କଲେ ସରକାର

ମୁମ୍ବାଇ (ଆମ ଟିଭି): ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରର ସିନ୍ଦେ କ୍ୟାବିନେଟ୍ ଏକ ବଡ଼ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ସରକାର ମୁମ୍ବାଇରେ ପ୍ରବେଶ କରୁଥିବା ସମସ୍ତ ପାଞ୍ଚଟି ଟୋଲ…