ଆଜି ଶ୍ରାବଣର ପ୍ରଥମ ସୋମବାର

ଶ୍ରାବଣ ମାସର ପ୍ରଥମ ସୋମବାର। ଶୈବପୀଠରେ ଜଳଲାଗି ପାଇଁ ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁଙ୍କ ଆଗମନ ଲାଗି ରହିବ। ଜଳ ଉଠାଇବାଠାରୁ ଠାକୁରଙ୍କ ଜଳଲାଗି ପର୍ଯ୍ୟନ୍ତ ସବୁକିଛି କିପରି ସୁରକ୍ଷିତ…

ରାଷ୍ଟ୍ରପତି ନିର୍ବାଚନ ଲଢିବେନି ଜୋ ବାଇଡେନ ; ରାଷ୍ଟ୍ର ନାମରେ ଚିଠି ଲେଖି କଲେ ଘୋଷଣା

ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସରୁ ବାହାର ହେଲେ ଜୋ ବାଇଡେନ୍ । ରାଷ୍ଟ୍ର ଉଦ୍ଦେଶ୍ୟରେ ଚିଠି ଲେଖି ବାଇଡେନ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଦ୍ୱିତୀୟ ଥର ପାଇଁ…

ସୁପ୍ରିମକୋର୍ଟରେ ୟୁପି କାଉଡିଆ ଯାତ୍ରାକୁ ନେଇ ମାମଲାର ଆଜି ଶୁଣାଣି ; ଦୋକାନ ଆଗରେ ମାଲିକଙ୍କ ନାଁ ଲେଖାକୁ ବିରୋଧ କରି…

ସୁପ୍ରିମକୋର୍ଟରେ ଆଜି ଉତ୍ତରପ୍ରଦେଶରେ କାଉଡିଆ ଯାତ୍ରାକୁ ନେଇ ହୋଇଥିବା ବିବାଦ ମାମଲାର ଶୁଣାଣି ହେବ । କାଉଡିଆ ଯାତ୍ରା ସମୟରେ ରାସ୍ତାରେ ସମସ୍ତ ଦୋକାନୀ ନିଜ ନାମ ଫଳକ ଟାଙ୍ଗିବାକୁ…

ଆଜିଠାରୁ ସଂସଦର ବଜେଟ ଅଧିବେଶନ : ୨୦୨୩-୨୪ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ହେବ ଉପସ୍ଥାପିତ, ଆସନ୍ତାକାଲି ବଜେଟ…

ଆଜିଠୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ । ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୧୬ ଟି କାର୍ୟ୍ୟଦିବସ ରହିଛି। ଆସନ୍ତାକାଲି ଦେଶର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ…

ଆଜିଠୁ ମୋହନ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନ

ଆଜିଠାରୁ ଆରମ୍ଭ ହେବ ବିଧାନସଭାରେ ବଜେଟ୍ ଅଧିବେଶନ। ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଧିବେଶନ । ଏହି ଅଧିବେଶନରେ ୨୦୨୦୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ…

ବୁଲା କୁକୁର ନିୟନ୍ତ୍ରଣ ପାଇଁ ଯୋଜନା କରିବେ ୭ ଆଇଏଏସ୍‌ ଅଫିସର

ଭୋପାଳ (ଆମ ଟିଭି): ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳରେ ବୁଲା କୁକୁର ଜନିତ ସମସ୍ୟା ବଢ଼ିବାରେ ଲାଗିଛି। ପରିସ୍ଥିତିକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ…

କାଉଡ଼ିଆ ବିବାଦରେ ଯୋଗୀଙ୍କ ସମର୍ଥନରେ ବାହାରିଲେ ବାବା ରାମଦେବ, କହିଲେ…

ନୂଆଦିଲ୍ଲୀ (ଆମ ଟିଭି): ଉତ୍ତରପ୍ରଦେଶରେ କାଉଡ଼ିଆ ମାର୍ଗରେ ପଡୁଥିବା ଦୋକାନ ମାଲିକଙ୍କରେ ମଲଙ୍କ ମାନଙ୍କର ଅସଲି ନାମ ଲେଖିବାକୁ ସରକାର ନିର୍ଦ୍ଦେଶ ଦେବା ପରେ ଏହାକୁ ନେଇ ବିବାଦ ଲାଗି…

ବଜେଟ୍‌ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ସରକାର

ନୂଆଦିଲ୍ଲୀ (ଆମ ଟିଭି): ସଂସଦର ମୌସୁମୀ ଅଧିବେସନ ପୂର୍ବରୁ ସରକାର ଆଜି ସର୍ବଦଳୀୟ ବୈଠକ ଡକାଇଛନ୍ତି । ଆସନ୍ତା ୨୨ ତାରିଖରୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ଏହା…

ଅବପାତରେ ପରିଣତ ହୋଇ ଦୁର୍ବଳ ହେଲା ଲଘୁଚାପ

ଭୁବନେଶ୍ୱର,( ଆମ ଟିଭି): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଚିଲିକା ହ୍ରଦ ନିକଟରେ ଅବପାତରେ ପରିଣତ ହୋଇଥିଲା। ଏହା ପୁଣି ରାତିରେ ଦୁର୍ବଳ ହୋଇ…

ଜାପାନରେ ବ୍ୟାପୁଛି ନୂଆ କୋଭିଡ ଭାରିଆଣ୍ଟ ; ‘କେପି ଡଟ୍ ଥ୍ରୀ’ ନାମକ କୋଭିଡ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ (ଆମ ଟିଭି); ଜାପାନରେ ଭୟ ବଢ଼ାଇଛି ନୂଆ କୋଭିଡ ଭାରିଆଣ୍ଟ । ‘କେପି ଡଟ୍ ଥ୍ରୀ’     ନାମକ କୋଭିଡ ଭାରିଆଣ୍ଟରେ ଆକ୍ରାନ୍ତ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ଗତ କିଛି ସପ୍ତାହ…