ଆସନ୍ତା କାଲି ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ (ଆମ ଟିଭି):  ରାତି ପାହିଲେ ମୋଦୀ ଙ୍କ ଓଡ଼ିଶା ଗସ୍ତ । ଆସନ୍ତା କାଲି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସବୁ ପ୍ରସ୍ତୁତି ଶେଷ…

ହେମନ୍ତ ସୋରେନଙ୍କ ଗିରଫ ମାମଲା: ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି

ରାଞ୍ଚି (ଆମ ଟିଭି): ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ଜେଲ ଯାଇଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ହେମନ୍ତଙ୍କୁ ଗିରଫ କରାଯିବା ନେଇ ଶୁକ୍ରବାର…

ଦିନରେ ମୋମ ବିକ୍ରି କରୁଥିଲେ, ରାତିରେ ଲୁଟ କରୁଥିଲେ

ଭୁବନେଶ୍ୱର: ଦିନରେ ମୋମ ବିକ୍ରି କରୁଥିଲେ, ରାତିରେ ଲୁଟ କରୁଥିଲେ। ଭୁବନେଶ୍ୱରର ବିଭିନ୍ନ ପାର୍କ ଓ ଜନଗହଳିପୂର୍ଣ୍ଣ ସ୍ଥାନରୁ ବାଇକ ଚୋରି କରୁଥିବା ଅଭିଯୁକ୍ତକୁ କ୍ୟାପିଟାଲ ଥାନା ପୋଲିସ…

ନିର୍ବାଚନ ଜିତିବା ପାଇଁ ଭାଜପା ସମସ୍ତଙ୍କୁ ଜେଲରେ ପୂରାଉଛି: ମମତା ବାନାର୍ଜୀ

ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବାର ଗୋଟିଏ ଦିନ ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ପ୍ରତିକ୍ରିୟା…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଫେବୃଆରୀ ସୁଦ୍ଧା ସବୁ ଜିଲାରେ ଗଡ଼ିବ ‘ଲକ୍ଷ୍ମୀ’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍‌ଫରେନ୍ସ ଜରିଆରେ ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ୩ ଜିଲାର ୪୪୦…

ବଜେଟ୍ ୨୦୨୪: କଣ ଶସ୍ତା, କଣ ମହଙ୍ଗା?

ନୂଆଦିଲ୍ଲୀ: ଚଳିତ ସରକାରଙ୍କ ଶେଷ ବଜେଟ ଉପସ୍ଥାପନ ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଥିବାବେଳେ ଶସ୍ତା, ମହଙ୍ଗାକୁ ନେଇ ସବୁଠି ଆରମ୍ଭ ହୋଇଚି…

କୌଣସି ମୁହୂର୍ତ୍ତରେ ମାଲଦ୍ୱୀପରେ ଭାଙ୍ଗିପାରେ ମୁଇଜୁ ସରକାର

ନୂଆଦିଲ୍ଲୀ: ଭାରତକୁ  ବିରୋଧ କରିବା ବର୍ତ୍ତମାନ ମାଲଦ୍ୱୀପ ମହମ୍ମଦ ମୁଇଜୁ ସରକାରଙ୍କୁ ପ୍ରତ୍ୟେକ ଦିଗରୁ ଭାରୀ ପଡ଼ିଲାଣି । ଅର୍ଥନୈତିକ ସାମ୍ମୁଖ୍ୟରେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହେବା…

ରେଳ ବଜେଟ: ଓଡିଶା ପାଇଁ ୧୦ ହଜାର ୫୩୬ କୋଟି

ଭୁବନେଶ୍ୱର: ରେଳ ମନ୍ତ୍ରାଳୟକୁ ଚଳିତ ବଜେଟରେ ୨ ଲକ୍ଷ ୫୨ ହଜାର ଟଙ୍କା ଦିଆଯାଇଛି । ଚଳିତ ବଜେଟ୍ ଓଡିଶା ପାଇଁ ୧୦ ହଜାର ୫୩୬ କୋଟି । ବିଭିନ୍ନ ବାବଦରେ ରେଳ କ୍ଷେତ୍ରରେ ଖର୍ଚ୍ଚ ପାଇଁ…

ଜେଲ ଗଲେ ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

ଝାଡଖଣ୍ଡ: ଜେଲ ଗଲେ ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ । ହେମନ୍ତ ସୋରେନ୍ଙ୍କୁ ଦିନିକିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ । ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଛି…

*ଶ୍ରୀଜଗନ୍ନାଥ ପରେ ପୁଣି ଏକ ନୂଆ ବହୁଭାଷୀ ଚଳଚ୍ଚିତ୍ର ଜୟ ମା ସମଲେଈ” ର ଶୁଭ ମହୁରତ*

ଭୁବନେଶ୍ୱର:ମାଆ ସମଲେଈ ପ୍ରକଳ୍ପ ର ଲୋକାର୍ପଣ ପରେ ମାଆ ଙ୍କର ଗାଥା ଓ ମହିମା କୁ ନେଇ ସନଲିଶା ସିଗ୍ନେଚର, ଶିରିଡି ସାଈବାବା ମୁଭିଜ ଓ ନ୍ୟୁ ଜେନେରେସନ ଫିଲ୍ମସ ମିଳିତ ଆନୁକୂଲ୍ୟରେ "ଜୟ ମା…