ସାବୁନ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୪ ମୃତ

ନୂଆଦିଲ୍ଲୀ(ଆମ ଟିଭି): ସାବୁନ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ। ଏହି ବିସ୍ଫୋରଣ ଯୋଗୁ ୪ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଦଶରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲରେ…

ସମଲିଙ୍ଗୀ କୁ ନା ସୁପ୍ରିମକୋର୍ଟ, ମିଳିଲା ନାହିଁ ଅନୁମତି

ସମଲିଙ୍ଗୀ ଯୋଡିକୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଝଟ୍‌କା। ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ସଫା ସଫା ମନା କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି…

ଇସ୍ରୋର ବୈଜ୍ଞାନିକଙ୍କ ସହ ଆଲୋଚନା କଲେ ମୋଦୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ମିଶନ ଗଗନଯାନ ପାଇଁ ପ୍ରସ୍ତୁତି ସମ୍ପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏସ୍କେପ ସିଷ୍ଟମ୍‌ ଟେଷ୍ଟ୍‌ ଭେଇକିଲର ପ୍ରଥମ…

କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ

ପୁରୀ : ଅକ୍ଟୋବର ୨୮ ତାରିଖ କୁମାର ପୂର୍ଣ୍ଣିମାରେ ପଡ଼ୁଛି ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ।ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି।…

ଏଥର ଭିଜିବ ଦଶହରାରେ ଓଡିଶା

ଭୁବନେଶ୍ୱର :  ବର୍ଷାରେ ଭିଜିପାରେ ଦଶହରା । ଚଳିତ ମାସ ଚତୁର୍ଥ ସପ୍ତାହ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯଦି ଏହି ଲଘୁଚାପ ଓଡ଼ିଶା ଉପକୂଳ ମୁହାଁ ହୁଏ…

ସମଲିଙ୍ଗୀ ବିବାହ ଆଇନଗତ ସ୍ୱୀକୃତି ପାଇବ କି ନାହିଁ? ସୁପ୍ରିମକୋର୍ଟରେ କିଛି ସମୟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହର ଆଇନଗତ ସ୍ୱୀକୃତି ଉପରେ ସୁପ୍ରିମକୋର୍ଟ ଆଜି ଏହାର ରାୟ ଦେବେ । ଏହାପୂର୍ବରୁ ମେ ମାସରେ ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଦଙ୍କ ନେତୃତ୍ୱରେ ପାଞ୍ଚ ଜଣ…

ଚୀନ ଗସ୍ତରେ ଋଷ ରାଷ୍ଟ୍ରପତି ପୁଟିନ

ନୂଆଦିଲ୍ଲୀ : ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚାଇନାରେ ପହଞ୍ଚିଛନ୍ତି । ସେ ଏଠାରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବେ । ଏହି ଅବଧି ମଧ୍ୟରେ, ଇସ୍ରାଏଲ୍‌ ଏବଂ ହାମାସ…

ଆସନ୍ତାକାଲି ଇସ୍ରାଏଲ ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ନୂଆଦିଲ୍ଲୀ(ଆମ ଟିଭି): ଇସ୍ରାଏଲ ଏବଂ ପାଲେଷ୍ଟାଇନ୍ ଯୁଦ୍ଧ ମଧ୍ୟରେ ଏକ ବଡ଼ ଖବର ଆସି ପହଞ୍ଚିଛି । କାଲି ଇସ୍ରାଏଲ ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଇସ୍ରାଏଲ-ହମାସ ଘମାଘୋଟ ଲଢେଇ…

ଇସ୍ରାଏଲ-ହମାସ ଯୁଦ୍ଧ: ୪ ହଜାର ପାର୍ କଲାଣି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ(ଆମ ଟିଭି): ଦିନ ଯେତିକି ଗଡ଼ୁଛି, ସେତେ ଭୟଙ୍କର ହେଉଛି ଇସ୍ରାଏଲ ଏବଂ ପାଲେଷ୍ଟାଇନ୍ ଯୁଦ୍ଧ । ଏହାରି ଭିତରେ ମିଳିଥିବା ଖବର ଅନୁଯାୟୀ, ଇସ୍ରାଏଲ-ହମାସ୍ ଯୁଦ୍ଧରେ ମୋଟ୍ ମୃତ୍ୟୁ…

ଲେବନାନ୍ ଉପରେ ଘନ ଘନ ଆକ୍ରମଣ କରୁଛି ଇସ୍ରାଏଲ ସେନା

ନୂଆଦିଲ୍ଲୀ(ଆମ ଟିଭି): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଘନେଇବାରେ ଲାଗିଛି । ଏହାରି ଭିତରେ ଏକ ବଡ଼ ଖବର ଆସିଛି ଯେ, ସୋମବାରଠାରୁ ଲେବାନନ୍ ଉପରେ ବୋମା ବର୍ଷଣ କରିଚାଲିଛି…