ଗାଜାର ଡାକ୍ତରଖାନା ଉପରେ ରକେଟ୍ ମାଡ: ୫୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ(ଆମ ଟିଭି): ୧୦ ଦିନରୁ ଉଦ୍ଦ୍ୱର୍ ହେବ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଆକ୍ରମଣ ଏତେ ଭୟଙ୍କର ହେଉଛି ଯେ, ଏହାରି ଭିତରେ ମୃତ୍ୟୁ ସଂଖ୍ୟା ୪ହଜାର ଟପି ସାରିଲାଣି…

ସରକାରୀ କର୍ମଚାରୀଙ୍କୁ ଦୀପାବଳି ବୋନସ୍ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ(ଆମ ଟିଭି): ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଦିପାବଳୀ ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦୀ ସରକାର ଏକ ବଡ ଉପହାର ଦେଇଛନ୍ତି । ସରକାର ମଙ୍ଗଳବାର ଦିନ ଦିପାବଳୀ…

ମିଜୋରାମ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ୧୨ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛନ୍ତି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଏହି ନାମଗୁଡିକ…

ଆଜି ଇସ୍ରାଏଲ ଗସ୍ତରେ ଯିବେ ଜୋ ବାଇଡେନ୍

ନୂଆଦିଲ୍ଲୀ(ଆମ ଟିଭି): ଇସ୍ରାଏଲ ଏବଂ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏହାରି ଭିତରେ ଆଜି ଯୁଦ୍ଧଭୂମି ମୁହାଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।…

ଅପରେସନ ଅଜୟ ଦ୍ୱାରା ଭାରତକୁ ଫେରିଲେ ୨୮୬ ଜଣ ଭାରତୀୟ

ନୂଆଦିଲ୍ଲୀ: ପାଲେଷ୍ଟାଇନର ଚରମପନ୍ଥୀ ସଂଗଠନ ହମାସର ଭୟଙ୍କର ଆକ୍ରମଣ ପରେ ୨୮୬ଜଣ ସାଧାରଣ ନାଗରିକଙ୍କୁ ଇସ୍ରାଏଲର ଯୁଦ୍ଧ ପରିବେଶରୁ ବାହାର କରି ଭାରତ ସରକାରଙ୍କ ‘ଅପରେଶନ ଅଜୟ’ ଅଧୀନରେ…

ଜୀ-ସାର୍ଥକରେ ଅକ୍ଟୋବର ୨୧ରୁ ଆରମ୍ଭ ହେବାକୁ ଯାଉଛି ଏକ ଭିନ୍ନ ଧରଣର ରିୟଲିଟି ସୋ ‘ଗୃହଲକ୍ଷ୍ମୀ’

ଭୁବନେଶ୍ୱର :ଜୀ-ସାର୍ଥକ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ନିଜର ମେଗା ଧାରାବାହିକ ହେଉ କି ରିୟଲିଟି ସୋ ମାଧ୍ୟମରେ । ସେହି…

ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟଙ୍କ ନା’

ନୂଆଦିଲ୍ଲୀ(ଆମ ଟିଭି): ସମଲିଙ୍ଗୀ ବିବାହ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ପାଇଁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି…

ଗାଜା ଜନସାଧାରଣଙ୍କୁ ତୁରନ୍ତ ମାନବୀୟ ସହୟତା ଯୋଗାଇଦେବା ଆବଶ୍ୟକ: ଜାତିସଂଘ ମୁଖ୍ୟ

ନୂଆଦିଲ୍ଲୀ(ଆମ ଟିଭି): ହମାସ-ଇସ୍ରାଏଲର ଭୟଙ୍କର ଯୁଦ୍ଧ ଜାରି । ଇସ୍ରାଏଲରୁ ଅପହରଣ କରିନେଇ ବନ୍ଧକ ରଖିଥିବା ଲୋକମାନଙ୍କୁ ବିନା ସର୍ତ୍ତରେ ତୁରନ୍ତ ମୁକ୍ତ କରିଦେବାକୁ ଜାତିସଂଘ ମହାସଚିବ…

ମଧ୍ୟପ୍ରଦେଶରେ କଂଗ୍ରେସରେ ଘୋଷଣା ହେଲା ନିର୍ବାଚନୀ ମାନିଫେଷ୍ଟୋ

ଭୋପାଳ: ମଧ୍ୟପ୍ରଦେଶ କଂଗ୍ରେସ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ମାନିଫେଷ୍ଟୋ ଜାରି କରିଛି। କଂଗ୍ରେସ ଏହାର ମାନିଫେଷ୍ଟୋକୁ ବଚନ ପତ୍ର ଭାବେ ନାମିତ କରିଛି। ଏଥିରେ ୧୦୧ ଗ୍ୟାରେଣ୍ଟି ମଧ୍ୟ…

ପୁଣି ଟ୍ରେନରେ ଲାଗିଲା ନିଆଁ

ନୂଆଦିଲ୍ଲୀ(ଆମ ଟିଭି): ଆଜି ପୁଣି ଟ୍ରେନରେ ନିଆଁ ଲାଗିଛି । ଗତକାଲି ଅପରାହ୍ନରେ ମହାରାଷ୍ଟ୍ରର ବିଡ୍‌ ଜିଲା ଅନ୍ତର୍ଗତ ଆଷ୍ଟି ସହରରୁ ଅହମଦନଗର ଯାଉଥିବା ଡେମୁ ଟ୍ରେନ୍‌ର ୫ଟି ବଗିରେ ନିଆଁ…