ହୋଟେଲରୁ IIT ବାବାଙ୍କୁ ଉଠାଇନେଲା ପୋଲିସ, ପାଖରୁ ଜବତ ହେଲା…

0

ମହାକୁମ୍ଭ ସମୟରେ ଭାଇରାଲ ହୋଇଥିବା ଆଇଆଇଟି ବାବା ଅଭୟ ସିଂଙ୍କୁ ଜୟପୁର ପୋଲିସ ଅଟକ ରଖିଛି। ଆଇଆଇଟି ବାବା ସୋସିଆଲ ମିଡିଆରେ ଆତ୍ମହତ୍ୟା ଧମକ ଦେଇଥିଲେ। ଶିପ୍ରା ପଥ ପୋଲିସ ଷ୍ଟେଶନ ରିଦ୍ଧି ସିଦ୍ଧି ପାର୍କ କ୍ଲାସିକ ହୋଟେଲରେ ପହଞ୍ଚି ଆଇଆଇଟି ବାବାଙ୍କୁ ହେପାଜତକୁ ନେଇଯାଇଛି।

ବାବାଙ୍କଠାରୁ ଗଞ୍ଜେଇ ମଧ୍ୟ ଉଦ୍ଧାର କରାଯାଇଛି। ତାଙ୍କ ବିରୋଧରେ NDPS ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଜୟପୁର ପୋଲିସ ଅଭୟ ସିଂହଙ୍କୁ ପଚରାଉଚରା କରୁଛି।

Leave A Reply

Your email address will not be published.