ନିର୍ବାଚନ ପୂର୍ବରୁ ପୁଣି ଥରେ ଜେଲ୍ ରୁ ବାହାରିଲେ ରାମ ରହିମ

0

ଚଣ୍ଡିଗଡ (ଆମ ଟିଭି): ପୁଣି ଥରେ ପାରୋଲରେ ବାହାରିଛି ରାମ ରହିମ । ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲ୍ ରେ ସଜା କାଟୁଥିବା ଡେରା ମୁଖ୍ୟ ରାମ ରହିମ ହରିୟାଣା ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ଜେଲ୍ ରୁ ବାହାରିଛି । ଆଜି ପୋଲିସର କଡା ସୁରକ୍ଷାବଳୟ ମଧ୍ୟରେ ସେ ଜେଲ୍‌ ରୁ ବାହାରି ଉତ୍ତରପ୍ରଦେଶ ସ୍ଥିତ ବରନାବା ଆଶ୍ରମ ଅଭିମୁଖେ ଯାଇଛି ।

ମୁଖ୍ୟମନ୍ତ୍ରୀ ନୟାବ ସିଂ ସୈନି ମଙ୍ଗଳବାର ଗୁରୁମିତ ରାମ ରହିମର ୨୦ ଦିନିଆ ପାରୋଲ ଆବେଦନକୁ ଅନୁମୋଦନ କରିଛନ୍ତି । ନିର୍ବାଚନ ଆୟୋଗ ମଧ୍ୟ ରାମ ରହିମ ଆଗରେ ତିନୋଟି ସର୍ତ୍ତ ରଖିଛନ୍ତି ।

Leave A Reply

Your email address will not be published.