୨୦୨୩ର ଆଜି ପ୍ରଥମ ଚନ୍ଦ୍ରଗ୍ରହଣ Ama Tv May 5, 2023 0 ଭୁବନେଶ୍ୱର(ଆମ ଟିଭି): ୨୦୨୩ର ଆଜି ହେଉଛି ପ୍ରଥମ ଉପଛାୟା ଚନ୍ଦ୍ରଗ୍ରହଣ । ହେଲେ ଏହା ଭାରତରେ ଦୃଶ୍ୟମାନ ହେବନାହିଁ । ଆଜି ରାତି ୮ଟା ୪୬ ମିନିଟରୁ ଚନ୍ଦ୍ରଗ୍ରହଣ ଲାଗିବା ଆରମ୍ଭ ହେବ ।…