ପଞ୍ଜାବରେ ଆପ୍ ସରକାରଙ୍କୁ ବଡ଼ ଝଟକା: ଆଡଭୋକେଟ୍ ଜେନେରାଲଙ୍କ ଇସ୍ତଫା Ama Tv Jul 26, 2022 0 ଚଣ୍ଡିଗଡ଼ (ଆମ ଟିଭି): ପଞ୍ଜାବରେ ଆପ୍ ସରକାରଙ୍କ ବଡ଼ ଝଟକା । ପଞ୍ଜାବର ଆଡଭୋକେଟ୍ ଜେନେରାଲ୍ ଅନମୋଲ ରତନ ସିଦ୍ଧୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ…