Browsing Tag

#amatv

୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନରେ ଦୁଇ ଦିଇଟି ପଦକ ସହ ଖାତା ଖୋଲିଲା ଭାରତ

ନୂଆଦିଲ୍ଲୀ(ଆମ ଟିଭି): ବର୍ମିଂହାମରେ ଅନୁଷ୍ଠିତ ହେଉଥିବା ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନରେ  ଦୁଇ ଦିଇଟି ପଦକ ସହ ଖାତା ଖୋଲିଛି ଭାରତ । ଯୁବ ଭାରତ୍ତୋଳକ ସଙ୍କେତ ସାଗର ୫୫…

ବିଧାନସଭାରେ ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଦମ୍ଭୋକ୍ତି ୨୦୨୪ ନିର୍ବାଚନରେ ବିରୋଧୀ ଶୂନ୍ୟ ହେବ ଓଡ଼ିଶା

ଭୁବନେଶ୍ବର(ଆମ ଟିଭି): ବିଧାନସଭାରେ ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଦମ୍ଭୋକ୍ତି। ଆଗାମୀ ନିର୍ବାଚନରେ ବିରୋଧୀ ଶୂନ୍ୟ ହେବ ଓଡ଼ିଶା। ଜାତୀୟ ଗଣମାଧ୍ୟମ ସର୍ଭେର ରିପୋର୍ଟକୁ ନେଇ…

ବର୍ଷା ପ୍ରିୟଦର୍ଶିନୀଙ୍କୁ ଡବଲ୍‌ ଝଟକା: କାଲି ଦିଲ୍ଲୀ ପୋଲିସର ସମନ୍‌ ଆଜି ଏସ୍‌ସି/ଏସ୍‌ଟି କମିଶନଙ୍କ ରିପୋର୍ଟ ତଲବ

କଟକ(ଆମ ଟିଭି):ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଡବଲ୍‌ ଝଟକା। ଦିଲ୍ଲୀ ପୋଲିସର ସମନ୍‌ ପରେ ଏସ୍‌ସି/ଏସ୍‌ଟି କମିଶନଙ୍କ ପକ୍ଷରୁ ରିପୋର୍ଟ ତଲବ। କମିଶନରେଟ ପୁଲିସ ଓ କଟକ…

ଏକନାଥଙ୍କ ଶିବିରରେ ଉଦ୍ଧବଙ୍କ ପୁତୁରା

ମୁମ୍ବାଇ(ଆମ ଟିଭି): ଉଦ୍ଧବ ଠାକରେଙ୍କୁ ପୁଣି ଝଟକା । ନୂଆ ସେନା ଦଳ ଗଠନକୁ ସମର୍ଥନ ଜଣାଇଛନ୍ତି ଉଦ୍ଧବ ଠାକରେଙ୍କ ପୁତୁରା ନିହାର ଠାକରେ। ଆଜି ସେ ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ…

ଏସସିବି ନାଁରେ ସାଙ୍ଘାତିକ ଅଭିଯୋଗ, କ୍ୟାନ୍ସର ନଥାଇବି ଅଙ୍ଗ କାଟିଦେଲେ ରୋଗୀର

କଟକ (ଆମ ଟିଭି):କ୍ୟାନ୍‌ସର ହୋଇନି । କେମୋ ଦେଇ ଅଙ୍ଗ କାଟିଦେଲେ । ଏସସିଵିରେ କ୍ୟାନସର ପରୀକ୍ଷାର ଭୁଲ ରିପୋର୍ଟ ଆସିଥିବା ନେଇ ଅଭିଯୋଗ ଆସିଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର…

ବାସହୀନ ସେବାୟତଙ୍କୁ ମିଳିବ ଆବାସ, ଉପକୃତ ହେବେ ୫୦୦ ସେବାୟତ

ପୁରୀ(ଆମ ଟିଭି): ବାସହୀନ ସେବାୟତଙ୍କ ଆବାସ ଯୋଜନା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଜମି ଚିହ୍ନଟ ପ୍ରକ୍ରିୟା। ବାସହୀନ ସେବାୟତଙ୍କୁ ମିଳିବ ବାସଗୃହ। ଏହି ପ୍ରକଳ୍ପ ଦ୍ବାରା   ଉପକୃତ ହେବେ ୫୦୦…

ମୋଦୀଙ୍କୁ ଭେଟିବେ ଦିଦି ! ଅଗଷ୍ଟର ‘ମେଗା’ ବୈଠକକୁ ନେଇ ବଢ଼ୁଛି ଚର୍ଚ୍ଚା

ନୂଆଦିଲ୍ଲୀ(ଆମ ଟିଭି): ମୋଦୀଙ୍କୁ ଭେଟିବେ ଦିଦି ! ହଁ ଆଜ୍ଞା ଅସନ୍ତା ଅଗଷ୍ଟ ୭ରେ ନୂଆଦିଲ୍ଲୀରେ ନୀତି ଆୟୋଗ ପରିଚାଳନା ପରିଷଦର ବୈଠକ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ…

ମେକ-ଇନ-ଓଡ଼ିଶା ସମ୍ମିଳନୀ ପାଇଁ ଇପିକଲ-ଫିକି ବୁଝାମଣା

ଭୁବନେଶ୍ବର(ଆମ ଟିଭି): ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆୟୋଜିତ ହେବ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୨। ଏଥି ପାଇଁ ଆଜି ଫେଡେରେସନ୍ ଅଫ୍‌ ଇଣ୍ଡିଆନ…

ନବୀନଙ୍କୁ ଭେଟିଲେ ନିତି ଆୟୋଗ ଉପାଧ୍ୟକ୍ଷ, ଉଠିଲା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି

ଭୁବନେଶ୍ୱର(ଆମ ଟିଭି): ନିତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରବା ସହିତ…

ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ କହି ଅଡ଼ୁଆରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ(ଆମ ଟିଭି): ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ କହି ଅଡ଼ୁଆରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ। ଦେଶର ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଆପତ୍ତିଜନକ…