ଅମୃତପାଲ ସିଂର ଆଉ ଏକ ସହଯୋଗୀ ଗିରଫ Ama Tv Apr 15, 2023 0 ନୂଆଦିଲ୍ଲୀ (ଆମ ଟିଭି): ଅମୃତପାଲ ସିଂଙ୍କୁ ଖୋଜିବାକୁ ଜୋରଦାର ପ୍ରୟାସ ଜାରି ରଖିଛି ପଞ୍ଜାବ ପୋଲିସ । ଏହାରି ଭିତରେ ପଳାତକ ଅମୃତପାଲ ସିଂର ଆଉ ଏକ ସହଯୋଗୀ ଜୋଗା ସିଂକୁ ଗିରଫ କରିଛି…