ସେମି ଫାଇନାଲରେ ପ୍ରବେଶ କଲେ ଅଷ୍ଟ୍ରେଲିଆ ଓ ବେଲଜିୟମ Ama Tv Jan 25, 2023 0 ଭୁବନେଶ୍ୱର(ଆମ ଟିଭି): ଓଡ଼ିଶାରେ ଚାଲିଥିବା ହକି ବିଶ୍ୱକପ୍ ବହୁ ଧୁମଧାମରେ ଚାଲିଛି । ଏହାରି ଭିତରେ ଅଷ୍ଟ୍ରେଲିଆ ଓ ବେଲଜିୟମ ପୁରୁଷ ବିଶ୍ୱକପ ହକିର ସେମି ଫାଇନାଲରେ ପ୍ରବେଶ କରିଛନ୍ତି ।…