ପୁଣି ବଢିଲା ଡୋନାଲ୍ଡ ଟ୍ରମ୍ପଙ୍କ ଅଡ଼ୁଆ: କେମିତି ଜାଣନ୍ତୁ? Ama Tv Dec 20, 2022 0 ନୂଆଦିଲ୍ଲୀ(ଆମ ଟିଭି): ପୁଣି ବଢ଼ିଲା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ। ରାଷ୍ଟ୍ରପତି ପଦରୁ ବିଦା ହେବା ପରେ ଟ୍ରମ୍ପଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି ।…