ରାଜ୍ୟରେ ନକଲି ସରକାର ଚାଲିଛି: ଗୋଲକ ମହାପାତ୍ର Ama Tv Apr 11, 2023 0 ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ନକଲି ସାର୍ଟିଫିକେଟକୁ ନେଇ ରାଜନୀତି ମଧ୍ୟ ଜୋରଦାର ହୋଇଛି । ନକଲି ସାର୍ଟିଫିକେଟ ପ୍ରସଙ୍ଗରେ ବିଜେପି ଆଣିଛି ସାଂଘାତିକ ଅଭିଯୋଗ । ଦଳର ସାଧାରଣ ସମ୍ପାଦକ…