ଭୁବନେଶ୍ୱର ଫେରିଲେ ନବ ନିଯୁକ୍ତ ହକି ଇଣ୍ଡିଆ ସଭାପତି ଦିଲ୍ଲିପ ତିର୍କୀ Ama Tv Sep 24, 2022 0 ଭୁବନେଶ୍ୱର (ଆମ ଟିଭି): ହକି ଇଣ୍ଡିଆର ସଭାପତି ହେବା ପରେ ଭୁବନେଶ୍ୱର ଫେରିଛନ୍ତି ଦିଲ୍ଲିପ ତୀର୍କି । ସେ ଭୁବନେଶ୍ୱରରେ ପହଞ୍ଚିବା ପରେ କହିଛନ୍ତି, ଆଗାମୀ ଦିନରେ ସାରା ଦେଶରେ ହକିର ବିକାଶ…