ଦେଶରେ ଦେବାଳିଆ ସ୍ଥିତିରେ ଆଉ ଏକ ଏୟାରଲାଇନ୍ସ Ama Tv May 3, 2023 0 ନୂଆଦିଲ୍ଲୀ (ଆମ ଟିଭି): ଦେଶରେ ଏୟାରଲାଇନ୍ସକୁ ନେଇ ଦିନକୁ ଦିନ ଖରାପ ଖବର ସାମ୍ନାକୁ ଆସୁଛି । ଏହାରି ଭିତରେ ଦେଶରେ ଆଉ ଏକ ଏୟାରଲାଇନ୍ସ କମ୍ପାନୀ ଦେବାଳିଆ ସ୍ଥିତିରେ ପହଞ୍ଚିଯାଇଛି ।…