ଆଇପିଏଲ ଫାଇନାଲ୍ ଲଢେଇ: ଚେନ୍ନାଇକୁ ଭେଟିବ ଗୁଜୁରାଟ Ama Tv May 28, 2023 0 ନୂଆଦିଲ୍ଲୀ(ଆମ ଟିଭି): ଆଜି ଆଇପିଏଲ ମହାସମରର ଶେଷ ଦିନ ଅର୍ଥାତ୍ ଫାଇନାଲ୍ ଲଷ÷ଇ । ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ ଫାଇନାଲ ମ୍ୟାଚ । ୪ ଥର ଚାମ୍ପିୟନ ଚେନ୍ନାଇ…
ଆଇପିଏଲ ଏଲିମିନେଟର ମ୍ୟାଚ୍: ମୁହାଁମୁହିଁ ହେବେ ମୁମ୍ବାଇ ଓ ଲକ୍ଷେ୍ନø Ama Tv May 24, 2023 0 ନୂଆଦିଲ୍ଲୀ (ଆମ ଟିଭି): ଆଇପିଏଲ ମହାସମରରେ ଆଜି ହେଉଛି ଏଲିମିନେଟର ମ୍ୟାଚ୍ । ଆଜି ମୁକାବିଲାରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ୍ । ଯଦି ମୁମ୍ବାଇର…
ଆଇପିଏଲ ୨୦୨୩: ଆଜି ପଞ୍ଜାବକୁ ଭେଟିବ ଗୁଜୁରାଟ Ama Tv Apr 13, 2023 0 ନୂଆଦିଲ୍ଲୀ(ଆମ ଟିଭି): ଏବେ ସବୁଠି ଚାଲିଛି ଆଇପିଏଲ କ୍ରେଜ୍ । ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୧୬ର ଗୁରୁବାର ମୋହାଲିରେ ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମ୍ୟାଚ…
ଆଇପିଏଲରେ ସୌରଭ ଗାଙ୍ଗୁଲିଙ୍କୁ ବଡ଼ ଦାୟିତ୍ୱ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ Ama Tv Jan 3, 2023 0 ନୂଆଦିଲ୍ଲୀ (ଆମ ଟିଭି): ପୁଣି ଫର୍ମକୁ ଫେରୁଛନ୍ତି ଦାଦା । ଆଇପିଏଲରେ ପୁଣି ଦେଖିବାକୁ ମିଳିବ ଦାଦାଙ୍କ ଦାଦାଗିରି । କାହିଁକି ନା, କିଛି ବର୍ଷର ବ୍ରେକ ପରେ ପୁଣିଥରେ ଆଇପିଏଲରେ ସାମିଲ…