ବିଜେଡିରେ ଆଗକୁ ବିସ୍ଫୋରଣ ହେବ: ଜୁଏଲ ଓରାମ୍ Ama Tv Jun 1, 2023 0 ଭୁବନେଶ୍ୱର (ଆମ ଟିଭି): ବିଜେଡି ଭିତରେ ଅସନ୍ତୋଷ ଏବେ ତୀବ୍ର ହେବାରେ ଲାଗିଲାଣି । ଏହାରି ଭିତରେ ଯାହା ଖବର ମିଳୁଛି, ବିଜେଡିରେ ଆଗକୁ ବିସ୍ଫୋରଣ ହୋଇପାରେ । ବିଜୁ ଜନତା ଦଳରେ ବିଧାୟକ ଏବଂ…