ବାତିଲ ହେଲା କଳିଙ୍ଗ ଉତ୍କଳ ଏକ୍ସପ୍ରେସ Ama Tv Jul 5, 2023 0 ପୁରୀ(ଆମ ଟିଭି): ବାତିଲ ହେଲା କଳିଙ୍ଗ ଉତ୍କଳ ଏକ୍ସପ୍ରେସ। ବୁଧବାର ପୁରୀ ଠାରୁ ଛାଡିବାକୁଥିବା ୧୮୪୭୭ ପୁରୀ – ଯୋଗନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ବାତିଲ ହୋଇଛି।…