ବିଳମ୍ବରେ କେରଳ ଛୁଇଁବ ମୌସୁମୀ Ama Tv Jun 5, 2023 0 ନୂଆଦିଲ୍ଲୀ (ଆମ ଟିଭି): ମୌସୁମୀକୁ ନେଇ ଆସିଲା ବଡ଼ ଖବର । ବିଳମ୍ବରେ କେରଳ ଛୁଇଁବ ମୌସୁମୀ ବାୟୁ। ଆରବସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ବିଳମ୍ବରେ ଆସିବ ମୌସୁମୀ। ଆରବ…