Browsing Tag

latest news

ଆଜିଠୁ ପୁଣି ବଢିବ ତାତି

ଭୁବନେଶ୍ୱର(ଆମ ଟିଭି): ସାରା ରାଜ୍ୟରେ ଜାରି ରହିଛି ଭୀଷଣ ତାତି । ଏହାରି ଭିତରେ ଯାହା ଖବର ମିଳିଛି, ଆଜିଠୁ ରାଜ୍ୟରେ ପୁଣି ବଢ଼ିବ ତାପମାତ୍ରା । ଅନୁଭୂତ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ ।…

କର୍ଣ୍ଣାଟକରେ କିଏ ମାରିବ ବାଜି: ଚାଲିଛି ଭୋଟ୍ ଗଣତି

ନୂଆଦିଲ୍ଲୀ(ଆମ ଟିଭି): ଆରମ୍ଭ ହୋଇଯାଇଛି କର୍ଣ୍ଣାଟକ ବିଧାନସଭାର ଫଳାଫଳ କାଉଣ୍ଟଡାଉନ । ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ମେ’ ୧୦ ତାରିଖରେ କର୍ଣ୍ଣାଟକାର ୨୨୪ ବିଧାନସଭା ଆସନ…

ଟ୍ୱିଟରର ସିଇଓ ପଦ ଛାଡ଼ିବେ ଏଲନ ମସ୍କ

ନୂଆଦିଲ୍ଲୀ(ଆମ ଟିଭି): ଟ୍ୱିଟରକୁ ଏଲନ ମସ୍କ ନେବା ପରେ ବିଭିନ୍ନ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଏଲନ ମସ୍କ । ଏହାରି ଭିତରେ ଏକ ବଡ଼ ଖବର ଆସିଛି ଯେ, ଟ୍ୱିଟରର ସିଇଓ ଏଲନ୍ ମସ୍କ…

ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ବଡ଼ ବିଜୟ: କ’ଣ ଜାଣନ୍ତୁ?

ନୂଆଦିଲ୍ଲୀ (ଆମ ଟିଭି): ଦୀର୍ଘ ଦିନ ହେବ ଦିଲ୍ଲୀ ସରକାରଙ୍କ ସଙ୍କଟ ବଢିବାରେ ଲାଗିଛି । ଏହାରି ଭିତରେ ଆଜି ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ବଡ଼ ବିଜୟ ହୋଇଛି । ଦିଲ୍ଲୀ ସରକାରଙ୍କୁ…

ପ୍ରବଳ ତାତିରେ ସନ୍ତୁଳି ହେଉଛି ଓଡ଼ିଶା: ୪୦ ପାର୍ ୨ ସହର

ଭୁବନେଶ୍ୱର (ଆମ ଟିଭି): ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେ ସବୁଠି ଆଲର୍ଟ । ଏପଟେ ରାଜ୍ୟରେ ଅସହ୍ୟ ଗୁଳୁଗୁଳି । ପ୍ରବଳ ତାତିରେ ସନ୍ତୁଳି ହେଉଛି ଓଡ଼ିଶା । ଆଜି ଦିନ ୧୧.୩୦ ସୁଦ୍ଧା ୨ ସହରର…

ପୂର୍ବତନ ବିଧାୟକ ସନା ମହାକୁଡ଼ଙ୍କ ଘରେ ଆଇଟି ରେଡ୍

ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ପୁଣି ଆରମ୍ଭ ହେଲା ଆଇଟି ରେଡ । ଚମ୍ପୁଆ ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ରେଡ୍ । ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ରେଡ୍…

ବିଜେପିରେ ମିଶିଲେ ଆରସିପି ସିଂ

ନୂଆଦିଲ୍ଲୀ (ଆମ ଟିଭି): ବିହାର ରାଜନୀତିରେ ଏକ ହଲଚଲ ଦେଖିବାକୁ ମିଳିଛି । ଜେଡିୟୁରୁ ଇସ୍ତଫା ଦେଇ ନୀତିଶ କୁମାର ଓ ଜେଡିୟୁ ବିରୋଧରେ ମୋର୍ଚ୍ଚା ଖୋଲିଥିବା ଆରସିପି ସିଂ ଗୁରୁବାର ଦିନ…

ଇଭିଏମରେ ସିଲ୍ ହେଲା ୩ ପ୍ରାର୍ଥୀଙ୍କ ଭାଗ୍ୟ

ଝାରସୁଗୁଡ଼ା (ଆମ ଟିଭି): ଆଜି ସରିଲା ମତଦାନ ଆସନ୍ତା ୧୩ ତାରିଖରେ ହେବ ଭୋଟ ଗଣତି । ଆଉ ଏହିଦିନ ଜଣାପଡ଼ିବ କାହା ସପକ୍ଷରେ ଜନତାଙ୍କ ରାୟ । ଶାନ୍ତି ଶୃଙ୍ଖଳା ସହ ମତାଦାନ ହୋଇଛି । ତିନି…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ୱର (ଆମ ଟିଭି): କପିଳେଶ୍ବର ମନ୍ଦିରର ସଂରକ୍ଷଣକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ଓ ପରବର୍ତ୍ତୀ ସମୟରେ ଅପରାଜିତା ଷଡ଼ଙ୍ଗୀଙ୍କ ଟୁଇଟ୍ ପ୍ରସଙ୍ଗରେ…

ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ୪୧ କୋଟି ଟଙ୍କା ଜରିମାନା

ନୂଆଦିଲ୍ଲୀ (ଆମ ଟିଭି): ପୁଣି ବୃିଲା ଡୋନାଲ୍ଡ ଟ୍ରମ୍ପଙ୍କ ଅଡ଼ୁଆ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କୋର୍ଟ ବଡ ଝଟକା ଦେଇଛନ୍ତି । ମାଗାଜିନ ଲେଖିକା ଜୀନ କୌରୋଲଙ୍କୁ…