ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଲିଜ୍ ଟ୍ରସ Ama Tv Oct 20, 2022 0 ନୂଆଦିଲ୍ଲୀ (ଆମ ଟିଭି): ତୁଟୁନି ବ୍ରିଟେନର ରାଜନୈତିକ ସଙ୍କଟ । ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଠାରୁ ଆରମ୍ଭ ହୋଇଥିବା ବ୍ରିଟେନର ରାଜନୈତିକ ଡ୍ରାମା ଶେଷ ହେବାର ନାଁ ଧରୁନି ।…