ଠକୁଛନ୍ତି ବେଆଇନ୍ ଲୋନ୍ ଆପ୍, ଗୁଗଲକୁ ଚିଠି ଲେଖିଲା ଓଡ଼ିଶା ପୁଲିସ Rasmi Ranjan Jun 9, 2022 0 ଭୁବନେଶ୍ବର (ଆମ ଟିଭି): ବେଆଇନ୍ ଆପ୍ ମାଧ୍ୟମରେ ଜନସାଧାରଣ ଠକେଇର ଶିକାର ହେଉଥିବା ଅନେକ ଅଭିଯୋଗ ଆସିବା ପରେ ଓଡ଼ିଶା ପୁଲିସର ଅର୍ଥନୈତିକ ଅପରାଧ ଶାଖା ‘ଗୁଗଲ ପ୍ଲେ ଷ୍ଟୋର୍’କୁ ଚିଠି…