ମନ୍ କି ବାତ୍ ରେ ମୋଦିଙ୍କ ଆହ୍ବନ କ୍ରମେ ତ୍ରିରଙ୍ଗାମୟ ହେଉଛି ସୋସିଆଲ ମିଡିଆ Rasmi Ranjan Aug 2, 2022 0 ନୂଆଦିଲ୍ଲୀ(ଆମ ଟିଭି): ୭୫ତମ ସ୍ବାଧିନତା ଦିବସକୁ ଆଉ ଆଳ୍ପ କେଇଟା ଦିନର ଅପେକ୍ଷା। ତେଣୁ ଦେଶବାସୀ ପାଳୁଛନ୍ତି ଆଜାଦି କା ଅମୃତ ମହୋତ୍ସବ ।ଏହି ଆବସରରେ ତ୍ରୀରଙ୍ଗାମୟ ହେଉଛି ସୋସିଆଲ…